ଆଲିଆଙ୍କ ଅଜା ନରେନ୍ଦ୍ରନାଥ ରାଜଦାନଙ୍କ ଦେହାନ୍ତ, ଅଭିନେତ୍ରୀ ସେୟାର କଲେ ଇମୋସନାଲ ପୋଷ୍ଟ

ମୁମ୍ଵାଇ ୦୧।୦୬: ବଲିଉଡ୍‌ର ଚୁଲବୁଲି ଅଭିନେତ୍ରୀ ଆଲିଆ ଭଟ୍ଟ। ତାଙ୍କ ଅଜା  ନରେନ୍ଦ୍ରନାଥ ରଜଦାନଙ୍କ ଦେହାନ୍ତ ହୋଇଛି। ସେ ୯୫ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଦୀର୍ଘ ଦିନ ଧରି ସେ ଏକ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାରେ ପୀଡିତ ଥିଲେ। ସୋସିଆଲ ମିଡିଆରେ ଆଲିଆ ଭଟ୍ଟ ତାଙ୍କ ଅଜାଙ୍କ ମୃତ୍ୟୁ ବିଷୟରେ ସୂଚନା ଦେଇଛନ୍ତି। ଅଭିନେତ୍ରୀ ଇନଷ୍ଟାଗ୍ରାମରେ ଏକ ଲମ୍ବା ପୋଷ୍ଟ ମଧ୍ୟ ସେୟାର କରିଛନ୍ତି। View this post on Instagram A post … Continue reading ଆଲିଆଙ୍କ ଅଜା ନରେନ୍ଦ୍ରନାଥ ରାଜଦାନଙ୍କ ଦେହାନ୍ତ, ଅଭିନେତ୍ରୀ ସେୟାର କଲେ ଇମୋସନାଲ ପୋଷ୍ଟ