suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଆଲବମ ଅଭିନେତ୍ରୀ ରୁଚିସ୍ମିତା ଗୁରୁଙ୍କ ଆତ୍ମହତ୍ୟା ! ଝୁଲନ୍ତା ମୃତଦେହ ଉଦ୍ଧାର

26/03/2023 at 9:07 PM

ବଲାଙ୍ଗୀର: ଡିଜେ ଆଜେକ୍ସଙ୍କ ଆତ୍ମହତ୍ୟା ଘଟଣା ମନରୁ ନଲିଭୁଣୁ ଜଣେ ଆଲବମ ଅଭିନେତ୍ରୀ ଜୀବନ ହାରିବା ଖବର ସାମ୍ନାକୁ ଆସିଛି। ଏମିତି ଚାଞ୍ଚଲ୍ୟକର ଘଟଣା ବଲାଙ୍ଗୀରରୁ ସମ୍ନାକୁ ଆସିଛି। ଆତ୍ମହତ୍ୟା କରିଛନ୍ତି ଆଲବମ ଅଭିନେତ୍ରୀ। ବଲାଙ୍ଗୀର ସହର ସୁଦପଡା ଘରେ ରବିବାର ଆଲବମ ଅଭିନେତ୍ରୀ  ରୁଚିସ୍ମିତା ଗୁରୁଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ।  ଘଟଣାସ୍ଥଳରେ ଟାଉନ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛନ୍ତି। ରୁଚିସ୍ମିତା ଗୁରୁ ଜଣେ କଣ୍ଠଶିଳ୍ପୀ ଭାବେ ମଧ୍ୟ ଜଣାଶୁଣା।

   Related Posts