oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍
  • ||
  • ନବରାତ୍ରର ଦ୍ନିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା
  • ||
  • ରାଉରକେଲା : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ
  • ||
  • ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା
  • ||

ଆଖଣ୍ଡଳମଣି ପୀଠରେ ମକର ସଂକ୍ରାନ୍ତି ପାଳିତ, ବିନା ଭକ୍ତରେ ଚାଲିଛି ବାବାଙ୍କ ନୀତିକାନ୍ତି

14/01/2022 at 9:39 AM

ଚାନ୍ଦବାଲି, ୧୪/୦୧: ପ୍ରସିଦ୍ଧ ଭଦ୍ରକ ଆଖଣ୍ଡଳମଣି ପୀଠରେ ମକର ସଂକ୍ରାନ୍ତି ପାଳିତ ।   ପରମ୍ପରା ଅନୁଯାୟୀ ବାବା ଆଖଣ୍ଡଳମଣି ଓ ମାଆ ଧାମରେଇଙ୍କୁ  ଲାଗି ହୋଇଛି ପୋଡପିଠା ଓ  ମକର ଚାଉଳ।

ମନ୍ଦିରରେ ପ୍ରଶାସନର  କୋଭିଡ ନିୟମକୁ ପାଳନ କରାଯାଇ ବିନାଭକ୍ତରେ  କଟକଣା ସହ ଚାଲିଛି ମକର ନୀତିକାନ୍ତୀ। ଉଭୟ ଆରଡ଼ି ଓ ଧାମରା ପୀଠରେ ୧୪୪ଧାରା ଲାଗିଛି । ଫଳରେ ବିନା ଭକ୍ତରେ ନୀତିକାନ୍ତି ଚାଲିଛି ।ମୋଟାମୋଟି କହିବାକୁ ଗଲେ ଦୁଇଟି ଯାକ ପୀଠ ଭକ୍ତଶୂନ୍ୟ ହୋଇ ପଡିଛି ।

   Related Posts