ପୁତୁରା ଅଜିତ୍‌ଙ୍କ ସହ କାହିଁକି ସିକ୍ରେଟ୍ ମିଟିଂ କରିଥିଲେ ଶରଦ ପାୱାର, ନିଜେ କଲେ ଖୁଲାସା

ମୁମ୍ୱାଇ: ଅଜିତ୍ ପାୱାରଙ୍କ ସହ ହୋଇଥିବା ସିକ୍ରେଟ୍ ମିଟିଂକୁ ନେଇ ଶରଦ ପାୱାରଙ୍କ ବୟାନ ସାମନାକୁ ଆସିଛି । ଶରଦ ପାୱାର ରବିବାର କହିଛନ୍ତି ଯେ ଏହା କୌଣସି ଗୁପ୍ତ ବୈଠକ ନଥିଲା । ସେ କହିଛନ୍ତି, ‘ପୁତୁରାକୁ ଭେଟିବାରେ କଣ ଭୁଲ । ଯଦି ପରିବାରର କୌଣସି ବରିଷ୍ଠ ସଦସ୍ୟ ପରିବାର ଅନ୍ୟ କୌଣସି ସଦସ୍ୟକୁ ଭେଟିବାକୁ ଚାହାନ୍ତି, ତେବେ ଏଥିରେ କଣ ସମସ୍ୟା ରହିଛି’। ମହାରାଷ୍ଟ୍ରର ସୋଲାପୁର ଜିଲ୍ଲାର ସାଙ୍ଗୋଲାରେ ସାମ୍ୱାଦିକଙ୍କୁ ବୟାନ ଦେଇ … Continue reading ପୁତୁରା ଅଜିତ୍‌ଙ୍କ ସହ କାହିଁକି ସିକ୍ରେଟ୍ ମିଟିଂ କରିଥିଲେ ଶରଦ ପାୱାର, ନିଜେ କଲେ ଖୁଲାସା