ପ୍ରବାସୀ ଓଡିଆଙ୍କ ପାଇଁ ଖୁସି ଖବର : ଆଜି ଠାରୁ ଭୁବନେଶ୍ବରରୁ ସିଧାସଳଖ ସୁରତ ଅଭିମୁଖେ ଉଡିଲା ଏୟାର ଇଣ୍ଡିଆ ବିମାନ

Published By : Prameya-News7 Bureau | January 20, 2020 IST

ଭୁବନେଶ୍ବର ୨୦/୧: ଗୁଜୁରାଟ ସୁରଟରେ ରହୁଥିବା ପ୍ରବାସୀ ଓଡିଆଙ୍କ ପାଇଁ ଖୁସି ଖବର ।  ଆଜି ଠାରୁ ଭୁବନେଶ୍ବରରୁ ସିଧାସଳଖ ସୁରଟକୁ ଉଡିଲା ବିମାନ । ଏୟାର ଇଣ୍ଡିଆ ପକ୍ଷରୁ ଏହି ବିମାନ ସେବା ଯୋଗାଇ ଦିଆଗଲା ।

{"id":213616,"sizeSlug":"large"}

ଆଜି ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ସିଧାସଳଖ ସୁରଟକୁ ଏହି ଉଡାଣ ସେବା ଆରମ୍ଭ ହେଲା । ଏଥିରେ ୧୦୨ଯାତ୍ରୀ ଆଜି ସୁରତ ଅଭିମୁଖେ ଯାତ୍ରା କରିଛନ୍ତି। ଏ ନେଇ ପୁର୍ବରୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.