ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କୋର୍ଟରେ ଜଜ୍‌ଙ୍କୁ ଛୁରାମାଡ ଉଦ୍ୟମ, କାବୁ କଲା ପୋଲିସ
  • ||
  • ଭୁବନେଶ୍ୱର: ICMRର ପରାମର୍ଶ, ସାମାନ୍ୟ ଜ୍ୱର ହେଲେ ଖାଅନି ଆଣ୍ଟିବାୟୋଟିକ୍
  • ||
  • ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ହଙ୍ଗାମା, ଗୃହ ମୁଲତବୀ କଲେ ବାଚସ୍ପତି
  • ||
  • ପଦ୍ମପୁରରେ କେନ୍ଦ୍ରୀୟ ଟିମ୍‌ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ
  • ||

ପ୍ରବାସୀ ଓଡିଆଙ୍କ ପାଇଁ ଖୁସି ଖବର : ଆଜି ଠାରୁ ଭୁବନେଶ୍ବରରୁ ସିଧାସଳଖ ସୁରତ ଅଭିମୁଖେ ଉଡିଲା ଏୟାର ଇଣ୍ଡିଆ ବିମାନ

20/01/2020 at 9:30 AM

ଭୁବନେଶ୍ବର ୨୦/୧: ଗୁଜୁରାଟ ସୁରଟରେ ରହୁଥିବା ପ୍ରବାସୀ ଓଡିଆଙ୍କ ପାଇଁ ଖୁସି ଖବର ।  ଆଜି ଠାରୁ ଭୁବନେଶ୍ବରରୁ ସିଧାସଳଖ ସୁରଟକୁ ଉଡିଲା ବିମାନ । ଏୟାର ଇଣ୍ଡିଆ ପକ୍ଷରୁ ଏହି ବିମାନ ସେବା ଯୋଗାଇ ଦିଆଗଲା ।

ଆଜି ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ସିଧାସଳଖ ସୁରଟକୁ ଏହି ଉଡାଣ ସେବା ଆରମ୍ଭ ହେଲା । ଏଥିରେ ୧୦୨ଯାତ୍ରୀ ଆଜି ସୁରତ ଅଭିମୁଖେ ଯାତ୍ରା କରିଛନ୍ତି। ଏ ନେଇ ପୁର୍ବରୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା ।

   Related Posts