AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ପରଭେଜ୍ ମୁଶାରଫ୍, ଚିକିତ୍ସାଧୀନ ଅବସ୍ଥାରେ ଦୁବାଇରେ ଦେହାନ୍ତ
  • ||
  • ବ୍ରହ୍ମପୁର : ଅବକାରୀ ଗୁଇନ୍ଦା ବିଭାଗକୁ ସଫଳତା, ୨୪୦ କିଲୋ ଗଞ୍ଜେଇ ଜବତ
  • ||

ଯୋଦ୍ଧା ବାପାର ସାହାସୀ ପୁଅ: ରାଫେଲରେ ଉଡିଲେ, ଆକାଶରେ ଦେଖାଇଲେ ପରାକ୍ରମ

10/09/2022 at 12:05 PM

ନୂଆଦିଲ୍ଲୀ ୧୦/୦୯: ରାଫେଲରେ ପୁଅ ସହ ଉଡିଲେ ବାୟୁସେନା ମୁଖ୍ୟ । ଅତ୍ୟାଧୁନିକ ଲଢୁଆ ବିମାନ ରାଫେଲରେ ବାୟୁସେନା ମୁଖ୍ୟ ଏୟାର ଚିପ୍ ମର୍ସାଲ ଭିଆର୍ ଚୌଧୁରୀ ଓ ତାଙ୍କ ପୁଅ ସ୍କାର୍ଡନ ଲିଡର ମିହିର ଭି ଚୌଧୁରୀ ଉଡାଣ ଭରିଛନ୍ତି । ପଶ୍ଚିମବଙ୍ଗର ହସିମରା ବାୟୁସେନା ଘାଟିରୁ ତିନିଦିନିଆ ଏୟାରକ୍ରାଫ୍ଟ କମ୍ବାଟ ଟ୍ରେନିଂ ମିଶନରେ ସେମାନେ ଏହି ଉଡାଣ କରିଛନ୍ତି ।

ଏହି ଅବସରରେ ବାୟୁସେନା ମୁଖ୍ୟ ଏୟାରବେସର ପ୍ରସ୍ତୁତି ନେଇ ପ୍ରଂଶସା କରିବା ସହ ସେଠାକାର କର୍ମଚାରୀମାନଙ୍କ ସହ ଆଲୋଚନା କରିଥିଲେ । ସବୁବେଳେ ଭାରତର ଆକାଶକୁ ସୁରକ୍ଷିତ ରଖିବା ପାଇଁ ସେ କର୍ମଚାରୀମାନଙ୍କୁ ଆହ୍ୱାନ ଦେଇଛନ୍ତି ।

ଏୟାର ଚିଫ୍ ମାର୍ଶଲ ବିବେକ ରାମ ଚୌଧରୀ ଗତ ବର୍ଷ ୩୦ ସେପ୍ଟେମ୍ବରରେ IAF ର କମାଣ୍ଡ ଦାୟିତ୍ୱ ଗ୍ରହଣ କରିଥିଲେ । ଚୌଧରୀ, ଯିଏ ୨୯ ଡିସେମ୍ବର ୧୯୮୨ ରେ ଏହି ବଳର ଅଂଶ ହୋଇଥିଲେ, ସେ ଜାତୀୟ ପ୍ରତିରକ୍ଷା ଏକାଡେମୀର ଏକ ଅଂଶ । ତାଙ୍କର ୩,୮୦୦ ଘଣ୍ଟାରୁ ଅଧିକ ଉଡ଼ାଣ ଅଭିଜ୍ଞତା ଅଛି । ବର୍ତ୍ତମାନ ମିହିର ତାଙ୍କ ପିତାଙ୍କ ପଦାଙ୍କ ଅନୁସରଣ କରୁଛନ୍ତି।

   Related Posts