ଏମ୍‌ସ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ, ଛୁଟିରେ ଥିଲେ ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ

Published By : Prameya-News7 Bureau | May 10, 2025 IST

ଭୁବନେଶ୍ୱର ୧୦।୦୫ : ଏମ୍‌ସ ଭୁବନେଶ୍ୱରରେ କାର୍ଯ୍ୟରତ ସମସ୍ତ  ଡାକ୍ତର, ଅଧିକାରୀ ଓ ପଦାଧିକାରୀଙ୍କ  ଛୁଟି ବାତିଲ କରାଯାଇଛି । ଏନେଇ  ଏମ୍‌ସ ପକ୍ଷରୁ ନୋଟିସ  ଜାରି କରାଯାଇଛି । ଭାରତ ଓ  ପାକିସ୍ତାନ ମଧ୍ୟରେ ଉପୁଜିଥିବା ଯୁଦ୍ଧ  ପରିସ୍ଥିତି ସମୟରେ ଏମ୍‌ସରେ କାର୍ଯ୍ୟରତ କୌଣସି ଡାକ୍ତର ଓ  ଅନ୍ୟ କର୍ମଚାରୀମାନେ ଛୁଟିରେ  ରହିପାରିବେନି । ଯେଉଁମାନେ ଛୁଟିରେ  ରହିଛନ୍ତି ସେମାନେ ଯଥାଶୀଘ୍ର କାର୍ଯ୍ୟରେ ଯୋଗଦେବାକୁ ଏମ୍‌ସ ପକ୍ଷରୁ ନିର୍ଦ୍ଦେଶ  ଦିଆଯାଇଛି।

  • Operation Sindoor
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.