ଖାଦ୍ୟ ସୁରକ୍ଷା ଆଇନ ଲାଗୁ କରିବାରେ ଓଡିଶା ୧ ନମ୍ବର ହୋଇଛି : କୃଷି ମନ୍ତ୍ରୀ
6/07/2022 at 11:38 AM

ଭୁବନେଶ୍ବର ୬।୭: ବିଧାନସଭା ମୌସୁମୀ ଅଧିବେଶନର ଆଜି ଚତୁର୍ଥ ଦିନ । ବିଧାନସଭା ପ୍ରଶ୍ନକାଳରେ ଖୁସି ପ୍ରକାଶ କଲେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ । ସେ କହିଛନ୍ତି, ଖାଦ୍ୟ ସୁରକ୍ଷା ଆଇନ ଲାଗୁ କରିବାରେ ଓଡିଶା ୧ ନମ୍ବର ହୋଇଛି । ତେଣୁ ଆଜି ଗୋଟେ ଖୁସି ଦିନ ବୋଲି ରଣେନ୍ଦ୍ର କହିଛନ୍ତି । ଯେଭଳି କୋଭିଡ୍ ସମୟରେ କେହି ଭୋକିଲା ରହିବେନି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଦେଇଥିଲେ । ମାଗଣାରେ ଚାଉଳ ଯୋଗାଇ ଦିଆଯାଇଥିଲା ବୋଲି ମନ୍ତ୍ରୀ କହିଛନ୍ତି ।
Related Posts
କଳିଙ୍ଗା ଡିଏଭି ସ୍କୁଲ ନିକଟରେ ଓଲଟିଲା ସ୍ୱିଫ୍ଟ୍ କାର, ୩ ଆହତ
9 August 2022
ମଦ ବେପାରକୁ ବିରୋଧ କରିବାରୁ ଅପହରଣ ଅଭିଯୋଗ, ଥାନା ଘେରିଲେ ଲୋକେ
9 August 2022