MBA ପାସ୍ ଯୁବକ, ବ୍ୟାଙ୍କ ଚାକିରୀ ଛାଡି କଲେ ଛତୁ ଚାଷ, ମାସକୁ ରୋଜଗାର ହଜାର ହଜାର

ନୂଆଦିଲ୍ଲୀ ୨୧।୦୯: ସବୁ ଯୁବବର୍ଗ ଚାହାନ୍ତି ପାଠ ପଢି ଭଲ ଚାକିରୀ କରିବେ ।କିନ୍ତୁ ଏମିତି ଜଣେ ଯୁବକ ଅଛନ୍ତି ଯିଏକି ବ୍ୟାଙ୍କ୍  ଚାକିରୀ ଛାଡି କରୁଛନ୍ତି ଛତୁ ଚାଷ । ଏଥିରୁ ମୋଟା ଅଙ୍କରେ ରୋଜଗାର ମଧ୍ଯ କରୁଛନ୍ତି । ଆମେ କହୁଛୁ ଝାଡଖଣ୍ଡର ଦେବାଶିଷ କୁମାରଙ୍କ କଥା । ଦେବାଶିଷ ପୂର୍ବ ସିଂହଭୂମ ଜିଲ୍ଲାର ଜାମସେଦପୁରର ବାସିନ୍ଦା । ସେ ଦେଢ ଏକର ଜମିରେ ଛତୁ ଚାଷ କରିଛନ୍ତି । ଯେଉଁଥିରୁ ମାସକୁ ୫୦ … Continue reading MBA ପାସ୍ ଯୁବକ, ବ୍ୟାଙ୍କ ଚାକିରୀ ଛାଡି କଲେ ଛତୁ ଚାଷ, ମାସକୁ ରୋଜଗାର ହଜାର ହଜାର