ପୋଲିସ ହକି ପଡିଆରେ ଅଗ୍ନିକାଣ୍ଡ, ପୋଡି ପାଉଁଶ ହେଲା ଅନେକ ଗାଡି
8/03/2023 at 1:49 PM

କୋରାପୁଟ ୮।୩: କୋରାପୁଟ ପୋଲିସ ହକି ପଡିଆରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ପୋଡି ପାଉଁଶ ହେଲା ଅନେକ ଗାଡି । ହୁତହୁତ ହୋଇ ଜଳିଗଲା ବିଭିନ୍ନ ଘଟଣାରେ ପୋଲିସ ଦ୍ବାରା ଜବତ ଗାଡି । କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ସନ୍ଦେହ କରୁଛି ପୋଲିସ । କୋରାପୁଟ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଲିଭାଇବାକୁ ଉଦ୍ୟମ କରୁଛି ।