Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଛେଣ୍ଡିପଦା ମେଡିକାଲ ସ୍ତ୍ରୀ ଓ ପ୍ରସୂତୀ ବିଭାଗରେ ଅଗ୍ନିକାଣ୍ଡ, ପୋଡିଗଲା ଅନେକ ଯନ୍ତ୍ରାଂଶ

1/06/2023 at 11:04 AM

ଅନୁଗୋଳ ୧।୬: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ମେଡିକାଲରେ ଅଗ୍ନିକାଣ୍ଡ । ସ୍ତ୍ରୀ ଓ ପ୍ରସୂତୀ ବିଭାଗରେ ଅଗ୍ନିକାଣ୍ଡ ହୋଇଛି । ସଟ୍ ସର୍କିଟ୍‌ରୁ ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି । ବୁଧବାର ରାତିରେ ଅଗ୍ନିକାଣ୍ଡ ଘଟିଛି ।

ଖବର ପାଇବା ପରେ ଛେଣ୍ଡିପଦା ଦମକଳ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଅଗ୍ନିକାଣ୍ଡ ଯୋଗୁଁ ଅନେକ ଯନ୍ତ୍ରାଂଶ ପୋଡି ଯାଇଛି । ତେବେ ଅଗ୍ନିକାଣ୍ଡ ଫଳରେ ସ୍ତ୍ରୀ ଓ ପ୍ରସୂତୀ ବିଭାଗରେ ଭର୍ତ୍ତି ହୋଇଥିବା କୌଣସି ମହିଳାଙ୍କର କିଛି କ୍ଷୟକ୍ଷତି ହୋଇନାହିଁ ।

You Can Read :

   Related Posts