ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
8/12/2022 at 8:28 AM

ବାରିପଦା ୦୮/୧୨: ବାରିପଦା ମୁଖ୍ୟ ଡାକଘର ପାଖ ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ମଧ୍ୟରାତି ପ୍ରାୟ ୧.୩୦ ସମୟରେ ଭୟାବହ ଅଗ୍ନିକାଣ୍ଡ ।
ଏହି ଅଗ୍ନିକାଣ୍ଡରେ ୪ ଗୋଟି ଦୋକାନ ଯଥା ୨ଗୋଟି ବ୍ୟାଗ୍ ଦୋକାନ, ଗୋଟିଏ ଡ୍ରେସ୍ ଏବଂ ଗୋଟିଏ ହୋଟେଲ ସଂପୂର୍ଣ୍ଣ ଭସ୍ମୀଭୂତ । ତେବେ ବର୍ତ୍ତମାନ ସୁଦ୍ଧା କେଉଁ କାରଣରୁ ଏହି ଅଗ୍ନିକାଣ୍ଡ ହୋଇଛି ତାହା ଅସ୍ପଷ୍ଟ । ଘଟଣା ସ୍ଥଳରେ ରାତି ସମୟରେ ବାରିପଦା ଦମକଳ ବାହୀନି ପହଞ୍ଚି ନିଆଁକୁ ଆୟତ୍ତ କରାଯାଇଥିବା ସୂଚନା ।
Related Posts
ନବ ଦାସଙ୍କୁ କେମିତି ହତ୍ୟା କରିଥିଲା, ବନ୍ଧୁକ ଧରି ଡେମୋ ଦେଖାଇଲା ଗୋପାଳ
7 February 2023
ଧରାପଡିଲେ ୭ ଡକାୟତ, ଅନେକ ସ୍ଥାନରୁ ଲୁଟି ପୋଲିସ୍କୁ ଦେଉଥିଲେ ଚକ୍ମା
7 February 2023