scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ

8/12/2022 at 8:28 AM

ବାରିପଦା ୦୮/୧୨: ବାରିପଦା ମୁଖ୍ୟ ଡାକଘର ପାଖ ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ମଧ୍ୟରାତି ପ୍ରାୟ ୧.୩୦ ସମୟରେ ଭୟାବହ ଅଗ୍ନିକାଣ୍ଡ ।

ଏହି ଅଗ୍ନିକାଣ୍ଡରେ ୪ ଗୋଟି ଦୋକାନ ଯଥା ୨ଗୋଟି ବ୍ୟାଗ୍ ଦୋକାନ, ଗୋଟିଏ ଡ୍ରେସ୍ ଏବଂ ଗୋଟିଏ ହୋଟେଲ ସଂପୂର୍ଣ୍ଣ ଭସ୍ମୀଭୂତ । ତେବେ ବର୍ତ୍ତମାନ ସୁଦ୍ଧା କେଉଁ କାରଣରୁ ଏହି ଅଗ୍ନିକାଣ୍ଡ ହୋଇଛି ତାହା ଅସ୍ପଷ୍ଟ । ଘଟଣା ସ୍ଥଳରେ ରାତି ସମୟରେ ବାରିପଦା ଦମକଳ ବାହୀନି ପହଞ୍ଚି ନିଆଁକୁ ଆୟତ୍ତ କରାଯାଇଥିବା ସୂଚନା ।

   Related Posts