Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ରାସ୍ତାକଡ଼ରେ ଥିଲା ବୁଲେଟ, ନିଆଁ ଲାଗି ହୁତୁ ହୁତୁ ଜଳିଗଲା

2/06/2022 at 2:39 PM

ବଲାଙ୍ଗୀର ୦୨।୦୬ : ରାସ୍ତାକଡ଼ରେ ଥିଲା ବୁଲେଟ । ହଠାତ ଲାଗିଗଲା ନିଆଁ । ଆଉ ହୁତୁ ହୁତୁ ହୋଇ ଜଳିଗଲା ବାଇକ । ବଲାଙ୍ଗୀର ଜିଲ୍ଲା ସଇଁନ୍ତଳା ସହରର ମୁଖ୍ୟ ରାସ୍ତାରେ ଦେଖିବାକୁ ମିଳିଛି ଏପରି କିଛି ଚିତ୍ର ।

ଖବର ଅନୁଯାୟୀ,  ଗୁରୁବାର ଦିନ ୧୧ ଟା ସମୟରେ ସଇଁତଳା ବ୍ଲକ ଛକରେ ଯୁବକ ଶିବମ୍‌ ସାମନ୍ତରାୟ ନିଜ ବୁଲେଟ୍‌ ରଖି ପରିବା ମାର୍କେଟକୁ ଆସିଥିଲେ । ଏହି ସମୟରେ ହଠାତ୍‌ ଗାଡିଟି ଜଳିବାକୁ ଲାଗିଲା । ଆଉ ଦେଖୁ ଦେଖୁ ବୁଲେଟ୍‌ଟି ସଂପୂର୍ଣ୍ଣ ଜଳିଯାଇଥିଲା । ବ୍ୟାଟେରୀ ସର୍ଟସର୍କିଟ ଲାଗି ନିଆଁ ଲାଗିଥିବା ଅନୁମାନ କରାଯାଉଛି ।  

   Related Posts