Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଉ କିଛି ଦିନ ପରେ ସାଜିଥାନ୍ତେ ବରଗଡ଼ ଧନୁଯାତ୍ରାର ବଳରାମ, ତା ଆଗରୁ ଦୁନିଆ ଛାଡ଼ି ଚାଲିଗଲେ ଶ୍ରେୟସ
  • ||
  • ଜାଡ଼ରେ ଥରୁଛି କନ୍ଧମାଳ: ଫୁଲବାଣୀରେ ୬.୬ ଡିଗ୍ରୀ, ଦାରିଙ୍ଗବାଡିରେ ୮.୫ ଡିଗ୍ରୀ ସେଲସିୟସ
  • ||
  • ମହିଳା ପ୍ରଦର୍ଶନକାରୀଙ୍କ ସ୍ତନ ଏବଂ ଗୁପ୍ତାଙ୍ଗକୁ ଗୁଳି କରୁଛନ୍ତି ଇରାନୀ ସେନା, ଖୁଲାସା କଲେ ଡାକ୍ତର
  • ||
  • ସିନ୍ଧେକେଲା ଥାନା ଆଇଆଇସି ଗିରଫ, ୨୫ ହଜାର ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ
  • ||
  • ଧର୍ମଗଡ: ଭାରସାମ୍ୟ ହରାଇ ଗଛରେ ପିଟିଲା ମିନିଟ୍ରକ, ଦୁର୍ଘଟଣାରେ ଜଣେ ମୃତ
  • ||
  • ଜାଡ଼ରେ ଥରୁଛି ରାଜ୍ୟ, କୋରାପୁଟରେ ତଳକୁ ଖସିଲା ପାରଦ
  • ||
  • ମୋହନା: ଗୋଷ୍ଠୀ କେନ୍ଦ୍ର ପଛପଟେ ପଡ଼ିଛି କୁଢ଼ କୁଢ଼ ଔଷଧ, ବୈଧତା ଥାଇ ବି ଫୋପାଡିଦେଲେ
  • ||
  • ପାଟଣା ରେଞ୍ଜରେ ଘୁରି ବୁଲୁଛନ୍ତି ହାତୀପଲ, ଧାନ ଫସଲ ନଷ୍ଟ ସହ ଖାଇଗଲେ ଶହ ଶହ ଧାନ ବିଡା
  • ||
  • ନିଶ୍ଚିତକୋଇଲି: ବିଳମ୍ବିତ ରାତିରେ ମାତିଲେ ଡକାୟତ, ଚୋରି କରିବାକୁ ଆସି ନେଇଗଲେ ଜୀବନ
  • ||

ହଠାତ୍‌ ବାଇକ୍‌ରେ ଲାଗିଗଲା ନିଆଁ, ହୁତୁ ହୁତୁ ହୋଇ ଜଳିଗଲା ପଲ୍‌ସର

26/08/2021 at 7:49 AM

ବାରିପଦା ୨୬।୦୮: ହଠାତ୍‌ ବାଇକ୍‌ରେ ଲାଗିଗଲା ନିଆଁ । ହୁତୁ ହୁତୁ ହୋଇ ଜଳିଗଲା ପଲ୍‌ସର ବାଇକ୍‌ । ମୟୁରଭଞ୍ଜ ଜିଲ୍ଲା ମଧୁବନ ମିନି ଷ୍ଟାଡିୟମ ସମ୍ମୁଖରେ ଘଟିଛି ଘଟଣା । ସ୍ଥାନୀୟଲୋକଙ୍କ ସାହସିକତା ପାଇଁ ଅଳ୍ପକେ ବର୍ତ୍ତିଯାଇଛି ନିକଟରେ ଥିବା ଅନେକ ଦୋକାନ ।

ଖବର ଅନୁଯାୟୀ, ଗୁରବାର  ସକାଳ ୬ଟା ୩୦ ସମୟରେ ବାରିପଦା ମଧୁବନ ମିନି ଷ୍ଟାଡିଅମ ସାମନାରେ ଏକ କଳା ପଲସର୍ ବାଇକରେ ନିଆଁ ଲାଗିଯାଇଥିଲା । ଦେଖୁ ଦେଖୁ ବାଇକ୍‌ଟି ହୁତୁ ହୁତୁ ହୋଇ ଜଳିବାକୁ ଲାଗିଲା। ସ୍ଥାନୀୟ ଲୋକେ ସାହସିକତା ଦେଖାଇ ନିଆଁକୁ ଆୟତ୍ତ କରିବାରୁ ପାଖରେ ଥିବା କିଛି ଦୋକାନ ବଞ୍ଚିଯାଇଛି। କିନ୍ତୁ ବାଇକ୍‌ଟି ସଂପର୍ଣ୍ଣ ଭାବେ ପୋଡିଯାଇଛି ।  ତେବେ କେଉଁ କାରଣରୁ ବାଇକରେ ନିଆଁ ଲାଗିଲା ତାହା ଜଣାପଡିନାହିଁ। ଓଡି.୧୧.ଏସ ୬୯୭୩ ନମ୍ବର ବିଶିଷ୍ଟ ଏହି ବାଇକଟି ଜନୈକ ବ୍ୟକ୍ତି  ସେକ ସଫିକ୍ଙ୍କର ବୋଲି ଜଣାପଡିଛି।

   Related Posts