ଫେସବୁକ ପୁଣି ଶ୍ରୀମନ୍ଦିର ଫଟୋ ଭାଇରାଲ
23/06/2018 at 9:45 AM

ଶ୍ରୀମନ୍ଦିର ପ୍ରଶାସନ ଓ ଓଡିଶା ପୋଲିସର ସବୁ ସତର୍କତା ସତ୍ୱେ ପୁଣି ଭାଇରାଲ ହୋଇଛି ଶ୍ରୀମନ୍ଦିର ଭିତରର ଫୋଟୋ | ସୂଚନା ଅନୁଯାୟୀ ହାଇଦ୍ରାବାଦର ଜଣେ ବ୍ୟକ୍ତି ନିଜର ଫେସବୁକ ଆକାଉଣ୍ଟରେ ଶ୍ରୀମନ୍ଦିରର ଭିତରର କିଛି ଫୋଟୋ ପୋଷ୍ଟ କରିଛନ୍ତି |
Related Posts
ଭିଜିଲାନ୍ସ ଜାଲରେ ବରିଷ୍ଠ ସହାୟକ, ୧୦ ହଜାର ଟଙ୍କାର ନେଉଥିଲେ ଲାଞ୍ଚ
4 December 2023