ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

କୋଟିଆ ପରେ ଏବେ ବନ୍ଧୁଗାଁରେ ଆନ୍ଧ୍ରର ନଜର, ପୋଷାକ, ଶାଢ଼ୀ, ଡ୍ରେସ୍‌ ବଣ୍ଟନ କଲା ରେଡ଼କ୍ରସ୍‌ ସଙ୍ଗଠନ

15/10/2022 at 6:15 PM

ବନ୍ଧୁଗାଁ, ୧୫/୧୦: କୋଟିଆ ପରେ ଏବେ କୋରାପୁଟ ଜିଲ୍ଲା ସୀମାନ୍ତ ବନ୍ଧୁଗାଁ ବ୍ଲକରେ ଆନ୍ଧ୍ରର ନଜର ପଡ଼ିଛି । ବନ୍ଧୁଗାଁ ବ୍ଲକର ଶେଷ ସୀମାନ୍ତ ପଞ୍ଚାୟତ ଆଲମଣ୍ଡାର ହାତୀଗେଡା, ବାଙ୍କୀଡି ଗ୍ରାମରେ ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ଭାରତର ମିସାଇଲ୍ ମ୍ୟାନ୍ ଭାବେ ପରିଚିତ ଡକ୍ଟର ଏ. ପି.ଜେ. ଅବଦୁଲ କଲାମଙ୍କ ଜନ୍ମ ଦିନରେ ପୋଷାକ, ଶାଢ଼ୀ, ଡ୍ରେସ୍‌ ବଣ୍ଟନ କରିଛି ଆନ୍ଧ୍ର ରେଡ଼କ୍ରସ ସଙ୍ଗଠନ । ଧିରେ ଧିରେ ଆନ୍ଧ୍ର ଆଡ଼କୁ ଓଡ଼ିଶା ସୀମା ଅଞ୍ଚଳର ଲୋକଙ୍କୁ ଆକୃଷ୍ଟ କରିବାକୁ ଆନ୍ଧ୍ର ସରକାର ଯୋଜନା ଚଳାଉଥିବା କୁହାଯାଉଛି । ଏହାରି ମଧ୍ୟରେ ବଡ଼ ଷଡଯନ୍ତ୍ର ଚାଲିଥିବାର ଚର୍ଚ୍ଚା ଜୋର୍ ଧରିଛି।

   Related Posts