୧୫ବର୍ଷ ପରେ ମଙ୍ଗଳ ଦୋଷରୁ ମୁକ୍ତି ପାଉଛନ୍ତି ଏହି ୬ଟି ରାଶିର ବ୍ୟକ୍ତି : ଆସିବ ଭଲ ଦିନ

Published By : Prameya-News7 Bureau | November 26, 2019 IST

ଜ୍ୟୋତିଷ ଶାସ୍ତ୍ର କଥା କହିବା ଯଦି ରାଶିଫଳରେ ସାମିଲ କିଛି ରାଶି ୧୫ବର୍ଷ ପରେ ମଙ୍ଗଳ ଦୋଷରୁ ମୁକ୍ତ ହୋଇପାରନ୍ତି। ସେମାନଙ୍କ ଦୈନିକ ଜୀବନରେ ଭଲ ଦିନ ଆସିପାରେ। ଏହା ସହିତ ତାଙ୍କ ଜୀବନ ହଠାତ୍ ବଦଳି ଯାଇପାରେ। ତେବେ ଆସନ୍ତୁ ଜାଣିବା ଏହି ରାଶିର ବ୍ୟକ୍ତିଙ୍କ ବିଷୟରେ ଯେଉଁମାନେ ୧୫ଦିନ ପରେ ମଙ୍ଗଳ ଦୋଷରୁ ମୁକ୍ତ ହୋଇପାରନ୍ତି।

କନ୍ୟା ଏବଂ କର୍କଟ ରାଶି : ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୧୫ବର୍ଷ ପରେ କନ୍ୟା ଏବଂ କର୍କଟ ରାଶିର ବ୍ୟକ୍ତିମାନେ ମଙ୍ଗଳ ଦୋଷରୁ ମୁକ୍ତ ହୋଇପାରନ୍ତି। ଏମାନଙ୍କ ଜାତକର ମଧ୍ୟ ଭାଗରେ ମଙ୍ଗଳକାରୀ ସଂଯୋଗ ନିର୍ମାଣ ହେଉଛି। ଫଳରେ ତାଙ୍କ ଭାଗ୍ୟ ପରିବର୍ତ୍ତନ ହୋଇପାରେ ଏବଂ ଏମାନଙ୍କ ଦୈନିକ ଜୀବନରେ ଆଲୋକ ଆସିପାରେ। ଜୀବନସାଥୀ ଖୋଜୁଥିବା ବ୍ୟକ୍ତିଙ୍କୁ ଜୀବନସାଥୀ ମିଳିପାରେ। ଏମାନଙ୍କ ଘରେ ଖୁସି ଭରିଯିବ। ହନୁମାନଙ୍କ କୃପା ଏମାନଙ୍କ ଉପରେ ରହିବ।

ମକର ଏବଂ ମୀନ ରାଶି : ୧୫ବର୍ଷ ପରେ ମକର ଏବଂ ମୀନ ରାଶିର ବ୍ୟକ୍ତିମାନେ ମଙ୍ଗଳ ଦୋଷରୁ ମୁକ୍ତ ହୋଇ ପାରନ୍ତି। ଏମାନଙ୍କ ଜାତକରେ ମଙ୍ଗଳକାରୀ ସଂଯୋଗ ଉତ୍ପନ୍ନ ହେଉଛି। ଫଳରେ ତାଙ୍କ ଜୀବନରେ ଭଲ ଦିନ ଆସିପାରେ। ଏମାନଙ୍କ ଧନ ଦୌଲତ ବୃଦ୍ଧି ହୋଇପାରେ। ଏମାନଙ୍କ ସମସ୍ତ ମନସ୍କାମନା ପୂରଣ ହେବ। ଏମାନେ ଆର୍ଥିକ କ୍ଷେତ୍ରରେ ମଧ୍ୟ ମଜବୁତ ହେବେ। ଆପଣ ହନୁମାନଙ୍କ ଆରାଧନା କରିବେ।

ବୃଷ ଏବଂ ବିଛା ରାଶି : ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୧୫ବର୍ଷ ପରେ ବୃଷ ଏବଂ ବିଛା ରାଶିର ବ୍ୟକ୍ତିମାନେ ମଙ୍ଗଳ ଦୋଷରୁ ମୁକ୍ତି ପାଇ ପାରନ୍ତି। ଫଳରେ ତାଙ୍କ ଜୀବନରେ ଭଲ ଦିନ ଆସିପାରେ। ଏମାନଙ୍କ ସମସ୍ତ କାର୍ଯ୍ୟ ପୂରଣ ହେବ। ଏମାନଙ୍କ ଜୀବନରେ ସୁଖ,ଶାନ୍ତି ଏବଂ ସମୃଦ୍ଧି ଆସିପାରେ। ଏମାନଙ୍କ ଧନ ଦୌଲତ ମଧ୍ୟ ବୃଦ୍ଧି ପାଇବ। ଜୀବନସାଥୀଙ୍କୁ ପାଇବେ। ହନୁମାନଙ୍କ ଉପାସନା କରିବା ଆପଣଙ୍କ ପାଇଁ ଶୁଭ ରହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.