suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସୋସିଆଲ୍‌ ମିଡିଆରେ ଭାଇରାଲ ହେଉଛି ଏହି ଆଫଗାନି ହଟ୍ ଆଙ୍କରଙ୍କ ଫଟୋ, ଜାଣନ୍ତୁ କାହିଁକି

19/06/2019 at 4:09 PM

ମୁମ୍ବାଇ୧୯|୬: ଆଇସିସି ୱାର୍ଲଡକପର ଗୋଟିଏ ମ୍ୟାଚରେ ପାକିସ୍ତାନକୁ ଭାରତ ପରାଜୟ କରିବାପରେ ବିଭିନ୍ନ ଚର୍ଚ୍ଚା ସାମ୍ନାକୁ ଆସିବାରେ ଲାଗିଛି । ମ୍ୟାଚ ବେଳେ ଆଫଗାନିସ୍ତାନର ଏକ ଟିଭି ଚାନେଲର ଆଙ୍କର ଭାରତୀୟ କ୍ରିକେଟ୍‌ ଟିମ୍‌କୁ ସମର୍ଥନ କରିଥିଲେ । ଏହି ଟିଭି ଆଙ୍କର ହୀୱା ପତଙ୍ଗ ନାଁରେ ପରିଚିତ।

ଭାରତ ବିଜୟୀ ହେବା ପରେ ଭାରତୀୟ ସୋସିଆଲ ମିଡିଆ ୟୁଜର୍ସମାନେ ଦୀୱାଙ୍କ ଫଟୋ ଖୁବ ସେଆର କରୁଛନ୍ତି। ଟିଭି ଆଙ୍କରିଂ କରିବା ପୂର୍ବରୁ ଦିୱା ଆଫଗାନିସ୍ତାନର ବିଦେଶ ମନ୍ତ୍ରାଳୟରେ କାମ କରୁଥିଲେ। ଲଣ୍ଡନ ସ୍ଥିତ ଆଫଗାନିସ୍ତାନର ଆମ୍ବାସିରେ ସେ କାମ କରୁଥିଲେ।

ମ୍ୟାଚ୍‌ ପୂର୍ବରୁ ଭାରତୀୟ ଟିମ୍‌ ସମର୍ଥକଙ୍କ ସହ ନଜର ଆସିଥିଲେ ଦିୱା। ଖେଳ ସମୟରେ ଦୀୱା ସଚୀନ ତେନ୍ଗୁଲକର ସହ ସେଲ୍‌ଫି ନେବାରେ ଦେଖାଯାଇଥିଲେ। ଏହା ସହ ସେ ବଲିଉଡ ଅଭିନେତା ରଣବୀର ସିଂହଙ୍କ ସହ ମଧ୍ୟ ଫଟୋ ନେଇଥିଲେ। ସୂଚନାଯୋଗ୍ୟ ଯେ, ଆସନ୍ତା ୨୨ ତାରିଖରେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ମୁକାବିଲା ହେବ ।

   Related Posts