ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ନିଯୁକ୍ତ ହେଲେ ଆଦିତ୍ୟ ପ୍ରସାଦ ପାଢୀ
14/08/2019 at 4:45 PM

ଭୁବନେଶ୍ବର ୧୪|୮: ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ହେବେ ଆଦିତ୍ୟ ପ୍ରସାଦ ପାଢୀ । ବର୍ତ୍ତମାନ ଆଦିତ୍ୟ ପ୍ରସାଦ ପାଢୀ ରାଜ୍ୟ ମୁଖ୍ୟ ଶାସନ ସଚିବ ଭାବେ ଅବସ୍ଥାପିତ ଅଛନ୍ତି । ତାଙ୍କ ନିଯୁକ୍ତିକୁ ରାଜ୍ୟପାଳ ଗଣେଶୀ ଲାଲ ମଂଜୁର କରିଛନ୍ତି ।
୧୯୮୩ ବ୍ୟାଚ୍ ଆଇଏଏସ ଅଧିକାରୀ ହେଉଛନ୍ତି ଆଦିତ୍ୟ ପ୍ରସାଦ ପାଢ଼ୀ । ସେ ଆସନ୍ତା ବର୍ଷ ଫେବ୍ରୁଆରୀ ମାସରେ ଅବସର ଗ୍ରହଣ କରିବେ । ଆଦିତ୍ୟ ପାଢୀ ଗତ ୨୦୧୫ରେ ଓଡିଶାର ମୁଖ୍ୟ ଶାସନ ସଚିବ ନିଯୁକ୍ତ ହୋଇଥିଲେ ।
Related Posts
ବିପୁଳ ପରିମାଣର ଗଞ୍ଜେଇ ଜବତ; ୪ ଚୋରା ଚାଲାଣକାରୀ ଗିରଫ
5 July 2022