ଆଦିତ୍ୟ L1ର ଦ୍ବିତୀୟ କକ୍ଷ ପରିବର୍ତ୍ତନ, ୫ଟି ଅର୍ବିଟ୍ ପରେ ଖୋଜିବ ସୂର୍ଯ୍ୟ ରହସ୍ୟ

ବେଙ୍ଗାଳୁରୁ: ମିଶନ ସୂର୍ଯ୍ୟ ଦିଗରେ ଆଉ ପାଦେ ଆଗେଇଲା ଇସ୍ରୋ । ସୂର୍ଯ୍ୟଙ୍କ ନିକଟତର ହେଲା ଆଦିତ୍ୟ L1 । ଦ୍ବିତୀୟ ଥର ପାଇଁ ସଫଳତାର ସହ କକ୍ଷ ପରିବର୍ତ୍ତନ ହୋଇଛି। ସୋମବାର ରାତି ୨ଟା ୪୫ରେ ପୃଥିବୀ ଚାରିପଟେ ଆଦିତ୍ୟ L1 ସ୍ପେସକ୍ରାଫ୍ଟର କକ୍ଷପଥକୁ ବୃଦ୍ଧି କରାଯାଇଛି । ଏବେ ଏହା ପୃଥିବୀଠାରୁ ସର୍ବନିମ୍ନ ୨୮୨ କିଲୋମିଟର ଏବଂ ସର୍ବାଧିକ ୪୦ହଜାର ୨୫୫ କିଲୋମିଟର ବିଶିଷ୍ଟ ଏକ ଅଣ୍ଡାକାର ଅର୍ବିଟ୍‌ରେ ଘୁରୁଛି । ଏନେଇ ଇସ୍ରୋ … Continue reading ଆଦିତ୍ୟ L1ର ଦ୍ବିତୀୟ କକ୍ଷ ପରିବର୍ତ୍ତନ, ୫ଟି ଅର୍ବିଟ୍ ପରେ ଖୋଜିବ ସୂର୍ଯ୍ୟ ରହସ୍ୟ