ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମିଶନ୍‌ ଶକ୍ତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବଢ଼ିଲା ଋଣ ପରିମାଣ
  • ||

ଆଦିବାସୀଙ୍କ ଜନ ସମାବେଶ : ୫ଦଫା ଦାବିରେ ଥାନା ଘେରାଉ, ଜାତୀୟ ରାଜପଥ ଅବରୋଧ

20/08/2021 at 1:33 PM

ନୂଆପଡା ୨୦।୮: ନୂଆପଡା ଖଡିଆଳଠାରେ ଆଦିବାସୀଙ୍କ ଜନ ସମାବେଶ । ୫ ଦଫା ଦାବି ନେଇ ଖଡିଆଳ ଥାନା ଘେରିବା ସହ ଜାତୀୟ ରାଜପଥ ୩୫୩ ଥାନା ଛକଠାରେ ଅବରୋଧ କରିଛନ୍ତି ।

ଆଦିବାସୀଙ୍କ ପ୍ରତି ପୋଲିସର ଅତ୍ୟାଚାର, ମିଳିତ ଜାତିସଂଘ ପ୍ରସ୍ତାବ ଲାଗୁ, ଖଡିଆଳ ଥାନା ଅଧିକାରୀଙ୍କୁ ଅନ୍ୟତ୍ର ବଦଳି, ବିସ୍ଥାପିତ ପରିବାରଙ୍କୁ ନ୍ୟାୟ ଭଳି ଦାବିରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଘଟଣାସ୍ଥଳରେ ଆଡିସନାଲ ଏସପିଙ୍କ ସହ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

   Related Posts