ଆଦିବାସୀଙ୍କ ଜନ ସମାବେଶ : ୫ଦଫା ଦାବିରେ ଥାନା ଘେରାଉ, ଜାତୀୟ ରାଜପଥ ଅବରୋଧ

Published By : Prameya-News7 Bureau | August 20, 2021 IST

ନୂଆପଡା ୨୦।୮: ନୂଆପଡା ଖଡିଆଳଠାରେ ଆଦିବାସୀଙ୍କ ଜନ ସମାବେଶ । ୫ ଦଫା ଦାବି ନେଇ ଖଡିଆଳ ଥାନା ଘେରିବା ସହ ଜାତୀୟ ରାଜପଥ ୩୫୩ ଥାନା ଛକଠାରେ ଅବରୋଧ କରିଛନ୍ତି ।

{"id":498674,"width":754,"height":415,"sizeSlug":"full","linkDestination":"none"}

ଆଦିବାସୀଙ୍କ ପ୍ରତି ପୋଲିସର ଅତ୍ୟାଚାର, ମିଳିତ ଜାତିସଂଘ ପ୍ରସ୍ତାବ ଲାଗୁ, ଖଡିଆଳ ଥାନା ଅଧିକାରୀଙ୍କୁ ଅନ୍ୟତ୍ର ବଦଳି, ବିସ୍ଥାପିତ ପରିବାରଙ୍କୁ ନ୍ୟାୟ ଭଳି ଦାବିରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

{"id":498675,"width":753,"height":414,"sizeSlug":"full","linkDestination":"none"}

ଘଟଣାସ୍ଥଳରେ ଆଡିସନାଲ ଏସପିଙ୍କ ସହ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.