ଚିଙ୍ଗୁଡି ଫ୍ୟାକ୍ଟରୀରେ ମୃତ ଯୁବକଙ୍କ ପରିଚୟ ମିଳିଲା- ୨ ଦିନ ତଳେ ଅନ୍ୟ ଜଣେ ଶ୍ରମିକଙ୍କ ସହ ହୋଇଥିଲା ଝଗଡା

Published By : Prameya-News7 Bureau | November 21, 2019 IST

ଭୁବନେଶ୍ୱର ୨୧। - ମଞ୍ଚେଶ୍ୱରରେ ଚୁଙ୍ଗୁଡି ଫ୍ୟାକ୍ଟ୍ରି ପାଣି ଟାଙ୍କିରୁ ମୃତ ଅବସ୍ଥାରେ ଉଦ୍ଧାର ହୋଇଥିବା ଯୁବକଙ୍କ ପରିଚୟ ମିଳିଛି । ତାଙ୍କ ନାମ ସୁଶୀଲ ଓ ଘର ଅନୁଗୁଳରେ ବୋଲି ଜଣା ପଡିଛି । ୨ ଦିନ ତଳେ ତାଙ୍କର ଅନ୍ୟ ଜଣେ ଯୁବକଙ୍କ ସହ ଝଗଡା ହୋଇଥିଲା । ପାରିପାର୍ଶ୍ୱିକ ପରିସ୍ଥିତିରୁ ଏହା ହତ୍ୟା କାଣ୍ଡ ବୋଲି ଜଣା ପଡିଛି ।
ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.