ଜମି ପଟ୍ଟାରେ ଚଞ୍ଚକତା ଅଭିଯୋଗ, ନିଲମ୍ବିତ ହେଲେ ଅତିରିକ୍ତ ତହସିଲଦାର

Published By : Prameya-News7 Bureau | September 08, 2023 IST

ଝରିଗାଁ: ସସପେଣ୍ଡ ହେଲେ ପୂର୍ବତନ ଅତିରିକ୍ତ ତହସିଲଦାର। ଜମି ପଟ୍ଟାରେ ଚଞ୍ଚକତା କରିଥିବା ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି ଝରିଗାଁ ପୂର୍ବତନ ଅତିରିକ୍ତ ତହସିଲଦାର ଚିନ୍ମୟ ସାଗର। ରାଜ୍ୟପାଳଙ୍କ ନିର୍ଦ୍ଦେଶକ୍ରମେ ନିଆଗଲା କାର୍ଯ୍ୟାନୁଷ୍ଠାନ। ନିଲମ୍ବନ କଲେ ଅତିରିକ୍ତ ମୁଖ୍ୟ ଶାସନ ସଚିବ।

Updating...

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.