ଜମି ପଟ୍ଟାରେ ଚଞ୍ଚକତା ଅଭିଯୋଗ, ନିଲମ୍ବିତ ହେଲେ ଅତିରିକ୍ତ ତହସିଲଦାର
8/09/2023 at 10:21 PM

ଝରିଗାଁ: ସସପେଣ୍ଡ ହେଲେ ପୂର୍ବତନ ଅତିରିକ୍ତ ତହସିଲଦାର। ଜମି ପଟ୍ଟାରେ ଚଞ୍ଚକତା କରିଥିବା ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି ଝରିଗାଁ ପୂର୍ବତନ ଅତିରିକ୍ତ ତହସିଲଦାର ଚିନ୍ମୟ ସାଗର। ରାଜ୍ୟପାଳଙ୍କ ନିର୍ଦ୍ଦେଶକ୍ରମେ ନିଆଗଲା କାର୍ଯ୍ୟାନୁଷ୍ଠାନ। ନିଲମ୍ବନ କଲେ ଅତିରିକ୍ତ ମୁଖ୍ୟ ଶାସନ ସଚିବ।
Updating…
Related Posts
ସମ୍ବଲପୁରରେ ବଡ଼ଧରଣର ଲୁଟ୍, ବାଇକ୍ରେ ଆସି ନେଇଗଲେ ୩୦୦ ଗ୍ରାମ ସୁନା
24 September 2023
ପୋଖରୀରୁ ମିଳିଲା ମହିଳାଙ୍କ ମୃତଦେହ, ପୋଲିସ କରୁଛି ଛାନ୍ଭିନ୍
24 September 2023
ସାବଧାନ ! ଉଲୁଣ୍ଡା ଅଞ୍ଚଳରେ ବୁଲୁଛି ବାଘ, ସତର୍କ ରୁହନ୍ତୁ…
24 September 2023