ରାଜ୍ୟସ୍ତରୀୟ ଆଦିବାସୀ ମହୋତ୍ସବ ପରବ-୨୦୨୨, ଟ୍ରାକ୍ରେ ଦୌଡିଲେ ତାରା ବାହିନୀପତି
28/11/2022 at 3:18 PM

କୋରାପୁଟ ୨୮।୧୧ : କୋରାପୁଟ ଜିଲ୍ଲାରେ ଆରମ୍ଭ ହୋଇଛି ରାଜ୍ୟସ୍ତରୀୟ ଆଦିବାସୀ ମହୋତ୍ସବ ପରବ ୨୦୨୨। ଏହି ଉପଲକ୍ଷେ ଜୟପୁର ପୌରାଞ୍ଚଳସ୍ତରୀୟ ପ୍ରତିଯୋଗିତା ୨୭ ତାରିଖରୁ ଆରମ୍ଭ ହୋଇଛି। ଆସନ୍ତା ୨୯ ତାରିଖ ଯାଏଁ ଚାଲିବ। ଏଥିରେ ବିଭିନ୍ନ ସାଂସ୍କୃତିକ ଓ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ଏହି ଅବସରରେ ତାରା ବାହିନୀପତି ଜୟପୁର ପୌରାଧ୍ୟକ୍ଷ ନରେନ୍ଦ୍ର ମହାନ୍ତିଙ୍କ ସହ ଦୌଡୁଥିବା ଦେଖିବାକୁ ମିଳିଥିଲା। ଏପରିକି ମଞ୍ଚରେ ଅନ୍ୟମାନଙ୍କ ଉପସ୍ଥିତିରେ ସୁନ୍ଦର ଦେଖାଯାଉଛନ୍ତି କି ନାହିଁ ଜାଣିବାକୁ ମୋବାଇଲ ଖୋଲି କ୍ୟାମେରାରେ ମୁହଁ ଦେଖି ଚୁଟି ସଜାଡିଥିଲେ।
Related Posts
ସ୍ତ୍ରୀ ହତ୍ୟାକାରୀ ସ୍ୱାମୀକୁ ଆଜୀବନ କାରାଦଣ୍ଡ ଦେଲେ ଅଦାଲତ
31 January 2023
ଟ୍ୟୁସନ୍ ଶିକ୍ଷକଙ୍କ ମୃତ୍ୟୁ ଖବର ପାଇ ଆତ୍ମହତ୍ୟା କଲେ ଛାତ୍ରୀ
31 January 2023