oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇରାନ ବିମାନରେ ବୋମା ଆତଙ୍କ ପରେ ହାଇଆଲର୍ଟ, ଦିଲ୍ଲୀରେ ଅବତରଣ ଲାଗି ମିଳିଲାନି ଅନୁମତି
  • ||
  • ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ, ଅକ୍ଟୋବର ୭ରେ ପ୍ରକାଶ ପାଇବ ବିଜ୍ଞପ୍ତି
  • ||
  • ଉତ୍ତରପ୍ରଦେଶ: ଦୁର୍ଗାପୂଜା ପେଣ୍ଡାଲରେ ଲାଗିଲା ନିଆଁ, ୫ ମୃତ ଓ ଅନେକ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୭ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ମଣ୍ଡପରେ ପୂଜା ପାଉଛନ୍ତି ଦୁର୍ଗତିନାଶିନୀ, ପୀଠରେ ମହାନବମୀ ପୂଜା
  • ||
  • ଭୁବନେଶ୍ୱର : ସୋମବାରଠୁ ପ୍ରବଳ ବର୍ଷା, ୮ ପରେ ପୁଣି ଏକ ଘୂର୍ଣ୍ଣିବଳୟ
  • ||
  • ବରଗଡ଼ : ପଦ୍ମପୁର ବିଧାୟକଙ୍କ ପରଲୋକ, ୬୪ ବର୍ଷରେ ଆଖିବୁଜିଲେ ବିଜୟ ରଞ୍ଜନ ସିଂ ବରିହା
  • ||

ଟଙ୍କା ଖର୍ଚ୍ଚକରି ସୁନ୍ଦରୀ ହେଇପାରିଛନ୍ତି ଏହି ୫ ଜଣ ଭାରତୀୟ ଅଭିନେତ୍ରୀ

24/09/2019 at 8:33 AM

ଟଙ୍କା ଯେ ମଣିଷ ଜୀବନରେ ଗୁରୁତ୍ବପୂର୍ଣ୍ଣ ହୋଇଥାଏ ତାହା ସତ। ହେଲେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଟଙ୍କାର ପାୱାର ମଣିଷକୁ ବହୁତ ଆଗକୁ ନେଇଥାଏ। ଆଜିକାଲି ଟଙ୍କାର ପାୱାର ସବୁଠୁ ଅଧିକ। ଟଙ୍କା ଥିଲେ ସବୁକିଛି ସମ୍ଭବ। ସିନେମା ଜଗତରେ ଷ୍ଟାରମାନଙ୍କ ପାଇଁ ସୁନ୍ଦର ହେବା ଜରୁରୀ ହୋଇଥାଏ। କାରଣ ପ୍ରତିଭା ସହ ସୌନ୍ଦର୍ଯ୍ୟ ସେମାନଙ୍କୁ ସଫଳତା ହେଇଥାଏ। ହେଲେ ପିସା ଦ୍ବାରା ସୌନ୍ଦର୍ଯ୍ୟ ବି କିଣାଯାଇପାରୁଛି । ଏହି ରିପୋର୍ଟ ପଢିଲେ ଆପଣ ବି ଜାଣିପାରିବେ ।  

ଗ୍ଲାମର ଦୁନିଆରେ ଅଭିନୟ ସହ ସୌନ୍ଦର୍ଯ୍ୟର ମଧ୍ୟ ବିଶେଷ ଭୂମିକା ଥାଏ। କାରଣ ଏହା ଦ୍ବାରା ଲୋକେ ଆକର୍ଷିତ ହୁଅନ୍ତି ଓ ଷ୍ଟାରଙ୍କୁ ମହତ୍ବ ଦିଅନ୍ତି। ଭାରତୀୟ ସିନେମା ଜଗତରେ ଏବେ ଅଧିକ ଆୟ କରୁଥିବା କିଛି ଅଭିନେତ୍ରୀ ନିଜ କ୍ୟାରିଅର ପାଇଁ ଚେହେରାରେ ଅନେକ ପରିବର୍ତ୍ତନ କରିଛନ୍ତି। ଏହି ଅଭିନେତ୍ରୀମାନେ ବେଶ ପ୍ରତିଷ୍ଠା ଲାଭ କରିବା ସହ ଅନେକ ଲୋକପ୍ରିତା ମଧ୍ୟ ହାସଲ କରିଛନ୍ତି।

ଟଙ୍କା ବଳରେ ସୁନ୍ଦରୀ ହୋଇ ରାଜ କରୁଛନ୍ତି ଏହି ଅଭିନେତ୍ରୀମାନେ। ତେବେ ଜାଣନ୍ତୁ କେଉଁ ଅଭିନେତ୍ରୀ ସର୍ଜରୀ କରିବା ପରେ ନିଜ କ୍ୟାରିଅରରେ ସଫଳତା ହାସଲ କରିଥିଲେ।

୧- ଦୀପିକା ପାଦୁକୋଣ

ଦୀପିକା ନିଜ ଫିଲ୍ମି କ୍ୟାରିଅର ଓମ୍ ଶାନ୍ତି ଓମ ଫିଲ୍ମରୁ ଆରମ୍ଭ କରିଥିଲେ। ଫିଲ୍ମରେ ଦୀପିକାଙ୍କ ବିପକ୍ଷରେ ଶାହରୁଖ ଖାନ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ସିନେମାରେ ଶାହରୁଖ ଥାଇ ମଧ୍ୟ ସେ ତାଙ୍କ ନିଜ ପରିଚୟ ତିଆରି କରିଥିଲେ। ଦୀପିକା ପାଦୁକୋଣ ଏମିତି ଜଣେ ଅଭିନେତ୍ରୀ ଯିଏ ବଲିଉଡରେ ସବୁଠୁ ଅଧିକ ସଫଳ ହେବା ସହ ଅଧିକ ଆୟ ମଧ୍ୟ କରୁଛନ୍ତି । ଦୀପିକା ଲଗାତାର ସୁପରହିଟ ଫିଲ୍ମ ଦେଇଚାଲିଛନ୍ତି । ଏହା ଛଡା ବଲିଉଡରେ ଦୀପିକା ଏମିତି ଅନେକ ଫିଲ୍ମ କରିଛନ୍ତି ଯାହା ୧୦୦କୋଟି କ୍ଲବରେ ସାମିଲ ହୋଇପାରିଛି।ତେବେ ଫିଲ୍ମ ଜଗତକୁ ଆସିବା ପୂର୍ବରୁ ଦୀପିକାଙ୍କ ଲୁକ୍‌ ଅଲଗା ଥିଲା। ଏବେ ସେ ବହୁତ ସୁନ୍ଦର ହୋଇଯାଇଛନ୍ତି।

୨- ନେହା କକ୍କର

ପୂର୍ବରୁ ନେହା ବହୁତ ଅଲଗା ଦେଖାଯାଉଥିଲେ। ତାଙ୍କ ପୂର୍ବ ଫଟୋ ଦେଖିଲେ ତାଙ୍କୁ ଚିହ୍ନିବା କଷ୍ଟକର ହୋଇଯିବ। ନେହା ଜଣେ ଫେମସ ଗାୟିକା ହେବା ପରେ ତାଙ୍କ ଲୁକ୍‌ରେ ବହୁତ ପରିବର୍ତ୍ତନ ଆସିଛି। ଭାରତ ସହ ବାହାର ଦେଶର ମଧ୍ୟ ଲକ୍ଷ ଲକ୍ଷ ଫ୍ୟାନ୍ସ ନେହାଙ୍କ ଗୀତ ଶୁଣନ୍ତି।

୩- ଶିଲ୍ପା ସେଟ୍ଟୀ

ବିବାହ ବନ୍ଧନରେ ବାନ୍ଧିହେଲା ପରେ ସିନେମା ଜଗତରୁ ଦୂରେଇ ଯାଇଥିବା ଅଭିନେତ୍ରୀ ଶିଲ୍ପା ସେଟ୍ଟୀ ଏବେ ରିଆଲିଟି ସୋରେ ଦେଖିବାକୁ ମିଳନ୍ତି। ବାଜିଗର ଚଳଚ୍ଚିତ୍ରରୁ ସେ ତାଙ୍କ ଫିଲ୍ମି କ୍ୟାରିଅର ଆରମ୍ଭ କରିଥିଲେ। ଏହି ଫିଲ୍ମ ପୂର୍ବରୁ ସେ ତାଙ୍କ ନାକରେ ସର୍ଜରୀ ଦ୍ବାରା ପରିବର୍ତ୍ତନ କରାଇଥିଲେ। ଏବେ ଶିଲ୍ପା ତାଙ୍କ ସୌନ୍ଦର୍ଯ୍ୟ ଓ ଫିଟନେସ୍‌ ପାଇଁ ଚର୍ଚ୍ଚାରେ ରୁହନ୍ତି।ପୂର୍ବରୁ ଶିଳ୍ପା ବହୁତ କଳା ଦେଖାଯାଉଥିଲେ।ହେଲେ ଟଙ୍କା ପାଇଁ ସେ ଏବେ ବହୁତ ସୁନ୍ଦର ଦେଖାଯାଆନ୍ତି।

୩- ପ୍ରିୟା ଭାରିଅର

ମଲାୟଲମ୍‌ ଫିଲ୍ମର ଫେମସ ଅଭିନେତ୍ରୀ ପ୍ରିୟା ପ୍ରକାଶ ୱିଙ୍କ ଗାର୍ଲ ଭାବେ ପରିଚିତ। ରାତାରାତି ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ନିଜ ଭିଡିଓ ପାଇଁ ସେ ବହୁତ ପପୁଲାର ହୋଇଥିଲେ। ପ୍ରଥମେ ସେ ବହୁତ ଅଲଗା ଦେଖାଯାଉଥିଲେ ହେଲେ ଏବେ ସେ ବେଶ ସୁନ୍ଦର ଲାଗନ୍ତି।

୪- କାଜୋଲ

୯୦ ଦଶକର ସୁପରହିଟ୍‌ ଅଭିନେତ୍ରୀ କାଜୋଲ ନିଜ ଅଭିନୟ ଯୋଗୁଁ ବେଶ ଚର୍ଚ୍ଚାରେ ରୁହନ୍ତି। ପ୍ରଥମେ କାଜୋଲ ବହୁତ କଳା ଦେଖାଯାଉଥିଲେ ହେଲେ ଏବେ ସେ ନିଜ ଲୁକ୍‌ ଓ ପରିଧାନ ଯୋଗୁଁ ଖୁବ ସୁନ୍ଦର ଦେଖାଯାଆନ୍ତି।

   Related Posts