ଲୁଚିଛପି ବିବାହ କଲେ ଅଭିନେତ୍ରୀ ସୋନାଲି ସେଗଲ, ୩୪ ବର୍ଷରେ ସାଜିଲେ କନିଆ

ମୁମ୍ଵାଇ ୦୭।୦୬: ‘ପ୍ୟାର କା ପଞ୍ଚନାମା ‘ ଫେମ୍‌ ସୋନାଲି ସେଗଲ। ବର୍ତ୍ତମାନ ସେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ବଡ ଖବର ସାମ୍ନାକୁ ଆସୁଛି । ସୋନାଲି ତାଙ୍କର ଦୀର୍ଘ ସମୟର ପ୍ରେମିକ ଆଶିଷ ସଜନାନୀଙ୍କୁ ଆଜି ଅର୍ଥାତ୍ ୭ ଜୁନ୍ ରେ ବିବାହ କରିବେ । ସୋନାଲି ଏବଂ ଆଶିଷ ଗତ ୬ ବର୍ଷ ଧରି ଏକ ରିଲେଶନଶିପ୍‌ରେ ଥିଲେ।  ହେଲେ ଉଭୟ ନିଜ ସମ୍ପର୍କ ବିଷୟରେ ଖୋଲାଖୋଲି ଭାବରେ ଜଣାଇ ନଥିଲେ। View … Continue reading ଲୁଚିଛପି ବିବାହ କଲେ ଅଭିନେତ୍ରୀ ସୋନାଲି ସେଗଲ, ୩୪ ବର୍ଷରେ ସାଜିଲେ କନିଆ