Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ରାହୁଲ ଗାନ୍ଧୀଙ୍କୁ ଅଯୋଗ୍ୟ ଘୋଷଣା କରିବା ପ୍ରତିବାଦରେ ବିକ୍ଷୋଭ କରୁଥିଲେ କଂଗ୍ରେସ ନେତା; ଉଠାଇନେଲା ଦିଲ୍ଲୀ ପୁଲିସ
  • ||
  • ଭାରତରେ ସମସ୍ତ ଇଞ୍ଜିନିୟରିଂ ଟିମ୍‌କୁ ଛଟେଇ କଲା GitHub; ୧୪୦ ଇଞ୍ଜିନିୟର ହେବେ ପ୍ରଭାବିତ
  • ||
  • ସୁପ୍ରିମକୋର୍ଟଙ୍କୁ କେନ୍ଦ୍ର ସରକାରଙ୍କ ସୂଚନା; ୟୁକ୍ରେନ୍ ଫେରନ୍ତା ଡାକ୍ତରୀ ଛାତ୍ରଙ୍କୁ MBBS ପରୀକ୍ଷା ପାସ୍ କରିବାକୁ ମିଳିବ ଥରେ ସୁଯୋଗ, ଦୁଇ ବର୍ଷ ଇଣ୍ଟର୍ଣ୍ଣସିପ୍ ବାଧ୍ୟତାମୁଳକ
  • ||
  • ଭଦ୍ରକ: ଶ୍ରୀରାମନବମି ପାଇଁ ମହିଳା ଶ୍ରଦ୍ଧାଳୁଙ୍କ ବିଶାଳ କଳଶ ଶୋଭାଯାତ୍ରା
  • ||
  • ପାଟଣା: ଅଟେଇ ସଂରକ୍ଷିତ ଜଙ୍ଗଲରୁ ଧରାପଡ଼ିଲେ ଧନୁତୀରଧାରୀ ୯ ଶୀକାରି
  • ||
  • ମେକ୍ସିକୋରେ ପ୍ରବାସୀ ଥଇଥାନ କେନ୍ଦ୍ରରେ ଭୟଙ୍କର ଅଗ୍ନିକାଣ୍ଡ; ୩୯ ମୃତ, ଏକାଧିକ ଆହତ
  • ||
  • ସୁନ୍ଦରଗଡ : ଆୟକର ଫାଙ୍କିବା ଅଭିଯୋଗ, ସୁନ୍ଦରଗଡ ସହରର ବିଭିନ୍ନ ସ୍ଥାନରେ ଚଢାଉ
  • ||
  • ବାଲେଶ୍ବର : ଅନ୍ବେଷା ଇନ୍ ଚିଟ୍ ଫଣ୍ଡ ମାମଲା : ଡାଇରେକ୍ଟରଙ୍କୁ ୫ବର୍ଷ ଓ ଅନ୍ୟ ୨ଜଣଙ୍କୁ ୩ ବର୍ଷ ଜେଲ୍ ଦଣ୍ଡ
  • ||
  • ବଢ଼ିଲା ପାନ୍‌-ଆଧାର ଲିଙ୍କ ଅବଧି, ଏତିକି ସମୟ ଦେଲେ କେନ୍ଦ୍ର ସରକାର
  • ||
  • ଆନନ୍ଦପୁର: ଟଙ୍କା ନେଣଦେଣକୁ ନେଇ ମହିଳାଙ୍କୁ ସଂଘବଦ୍ଧ ଆକ୍ରମଣ
  • ||

ଆଉ ନାହାନ୍ତି ମରାଠୀର ପ୍ରସିଦ୍ଧ ଅଭିନେତା ଭାଲଚନ୍ଦ୍ର କୁଲକର୍ଣ୍ଣି, ୮୮ ବର୍ଷରେ ଦୁନିଆକୁ କହିଲେ ଅଲବିଦା

18/03/2023 at 12:22 PM

ମୁମ୍ଵାଇ ୧୮।୦୩: ଜଣାଶୁଣା ମରାଠୀ ଅଭିନେତା ଭାଲଚନ୍ଦ୍ର କୁଲକର୍ଣ୍ଣି । ଶନିବାର ସକାଳେ କୋଲହାପୁରସ୍ଥିତ ତାଙ୍କ ଘରେ ଦେହାନ୍ତ ହୋଇଛି। ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା। ସେ ତାଙ୍କ ଅଭିନୟ କ୍ୟାରିୟରରେ ୨୫୦ରୁ ଅଧିକ ଚଳଚ୍ଚିତ୍ର କରିଥିଲେ। ଏଥିମଧ୍ୟରୁ କେତେକ ହିନ୍ଦୀ ଚଳଚ୍ଚିତ୍ର ଏବଂ ଅଧିକାଂଶ ମରାଠୀ ଚଳଚ୍ଚିତ୍ର କରିଥିଲା ।

କୋଲହାପୁର ସ୍ଥିତ ଚଳଚ୍ଚିତ୍ର କାର୍ଯ୍ୟକର୍ତ୍ତା ଅର୍ଜୁନ ନାଲୱାଡେ କହିଛନ୍ତି,ସେ ଦୁଇ ଦିନ ପୂର୍ବରୁ ନିଶ୍ୱାସ ପ୍ରଶ୍ୱାସରେ ସମସ୍ୟା ହେବା ନେଇ ଅଭିଯୋଗ କରିଥିଲେ। ଏହା ପରେ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ଶୁକ୍ରବାର ଦିନ ଡିସଚାର୍ଜ କରାଯାଇଥିଲା। ଶନିବାର ସକାଳେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିବାରୁ ତାଙ୍କର ଦେହାନ୍ତ ହୋଇଥିଲା।”

ଭାଲଚନ୍ଦ୍ର କୁଲକର୍ଣ୍ଣି ନିଜ କ୍ୟାରିୟରରେ ଚାରି ଦଶନ୍ଧି ଧରି କଅନେକ ଥିଏଟର ନାଟକ, ଟେଲିଭିଜନ ସିରିଏଲରେ ଅଭିନୟ କରିଥିଲେ । ସେ ପ୍ରଥମେ ୧୯୬୫ରେ ଲୋକନୃତ୍ୟରେ ଅଭିନୟ ଆରମ୍ଭ କରିଥିଲେ ।  ଭାଲଚନ୍ଦ୍ର କୁଲକର୍ଣ୍ଣି ବହୁ ବର୍ଷ ଧରି ଅଭିନୟ କ୍ଷେତ୍ରରୁ ଦୂରରେ ଥିଲେ। କିଛି ମାସ ପୂର୍ବେ ତାଙ୍କୁ ବ୍ରାଣ୍ଡ କୋଲହାପୁର ଲାଇଫ୍‌ ଟାଇମ୍‌ ଆଚିଭମେଣ୍ଟ ଆୱାର୍ଡରେ ସମ୍ମାନିତ କରାଯାଇଥିଲା ।

   Related Posts