୭ଟି ହାତୀ ମୃତ୍ୟୁ ପାଇଁ ସେସୁପରେ ଏବେ ବନ ବିଭାଗର ଆକ୍ସନ
27/10/2018 at 11:46 PM

ଭୁବନେଶ୍ୱର ୨୭/୧୦: ଢେଙ୍କାନାଳ ଜିଲ୍ଲାରେ ୧୧କେ.ଭି ତାର ଲାଗି ୭ଟି ହାତୀର ମୃତ୍ୟୁ ଘଟଣାରେ ସରକାର ସେସୁପରେ ଏବେ ବନବିଭାଗ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେଇଛି । ଢେଙ୍କାନାଳ ଡିଏଫଓ ସୁଦର୍ଶନ ପାତ୍ର ଫରେଷ୍ଟର ପ୍ରଭାକର ରଣା, ଫରେଷ୍ଟ ଗାର୍ଡ ଗିରୀଶ ଚନ୍ଦ୍ର ଦେହୁରୀଙ୍କୁ ନିଲମ୍ବନ କରିଛନ୍ତି । ସଦର ରେଞ୍ଜର୍ ପ୍ରସନ୍ନ ବିଶ୍ବାଳଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି ।
Related Posts
କୋରାପୁଟ ପୋଲିସକୁ ସଫଳତା, ବନ୍ଧା ହେଲା ମୋବାଇଲ୍ ଲୁଟେରା, ୫୧ଟି ଫୋନ୍ ଜବତ
27 January 2023