ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏସିଡ୍ ମାଡ଼ ! ୪ ଗୁରୁତର
20/02/2023 at 2:37 PM

ନୀଳଗିରି: ନୀଳଗିରି-ଭୀମପୁରା ଛକରେ ଏସିଡ଼ ମାଡ଼। ଏଥିରେ ୪ ଗୁରୁତର ଆହତ ହୋଇଛନ୍ତି।ପୁର୍ବ ଶତ୍ରୁତାକୁ କେନ୍ଦ୍ର କରି ଏସିଡ୍ ମାଡ଼ ହୋଇଥିବା କୁହାଯାଉଛି। ୨ ପିଲା ସହ ମା ଓ ଭଉଣୀ ଗୁରୁତର ଅଛନ୍ତି। ଏସିଡ ମାଡ଼ କରିଥିବା ଯୁବକ ନୀଳଗିରି ଥାନା ସନ୍ତରାଗଡ଼ିଆ ଅଞ୍ଚଳର ଚନ୍ଦନ ରଣା ବୋଲି ଜଣା ପଡିଛି। ପୋଲିସ ଅଭିଯୋଗକ୍ରମେ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଏସିଡ ମାଡର ପ୍ରକୃତ କାରଣ କଣ ସେ ନେଇ ଖୋଳତାଡ କରୁଛି ପୋଲିସ୍।
Related Posts
ରାମ ନବମୀ, ଭଦ୍ରକରେ ହେବ ବିଶାଳ ଶୋଭାଯାତ୍ରା
30 March 2023
ପବିତ୍ର ଶ୍ରୀରାମ ନବମୀ, ଶ୍ରୀମନ୍ଦିରରେ ରାମଜନ୍ମ ନୀତି
30 March 2023