ସିଭିଲ୍ ସର୍ଭିସରେ ଓଡ଼ିଆଙ୍କ ସଫଳତା, ଅନୁପ ଦାସ ୩୮ ଓ କସ୍ତୁରୀ ପଣ୍ଡା ୬୭
23/05/2023 at 5:10 PM

ଭୁବନେଶ୍ୱର ୨୩/୦୫: ପ୍ରକାଶ ପାଇଛି IAS-୨୦୨୨ ରେଜଲ୍ଟ । ଏଥର ୟୁପିଏସସି ପରୀକ୍ଷାରେ ୧୮୦ ଜଣ ଆଇଏଏସ୍ ପାଇଥିବାବେଳେ, ୩୮ ଜଣ ଆଇଏଫଏସ୍ ଓ ୨୦୦ ଜଣ ଆଇପିଏସ୍ ପାଇଛନ୍ତି । ତେବେ ଏଥର ଭଲ ରେଜଲ୍ଟ କରିଛନ୍ତି ଓଡ଼ିଆ ।
ତେବେ ଅନୁପ ଦାସ ୩୮ ରାଙ୍କ ଥିବାବେଳେ, ପ୍ରଣିତା ଦାସ ୪୨ ରାଙ୍କ ଅର୍ଣ୍ଣବ ମିଶ୍ର ୫୬ ରାଙ୍କ, କିର୍ତ୍ତିକା ମିଶ୍ର ଓ କସ୍ତୁରୀ ପଣ୍ଡା ୬୭ ରାଙ୍କ, ୭୩ ରାଙ୍କରେ ପଲ୍ଲବୀ ମିଶ୍ର, ୧୦୬ ରାଙ୍କରେ ସିଦ୍ଧାର୍ଥ ମିଶ୍ର, ୧୩୬ ରାଙ୍କରେ ସୌମ୍ୟରଞ୍ଜନ ଦାଶ ଅଛନ୍ତି ।
ସେହିଭଳି ୧୩୭ରେ ଅଭିନବ ଦ୍ବିବେଦୀ, ୧୪୦ ରାଙ୍କରେ ସୋନାଲୀ ମିଶ୍ର, ୧୪୮ରେ ମାଧବ ଉପାଧ୍ୟାୟ, ୧୫୬ ରାଙ୍କରେ ସୁରଭି ପାଠକ, ୧୬୨ରେ ଦୁର୍ଗାପ୍ରସାଦ ଅଧିକାରୀ, ୧୭୬ରେ ଲକ୍ଷ୍ମୀ ଉପାଧ୍ୟାୟ, ୨୨୬ ରାଙ୍କରେ ଗୌରବ ତ୍ରିପାଠୀ, ୨୬୧ରେ ସତ୍ୟପ୍ରକାଶ ମିଶ୍ର, ୨୪୮ରାଙ୍କରେ ସୁଶ୍ରୀ ଶୁଭାଙ୍ଗୀ ଖୁଣ୍ଟିଆ, ୨୪୯ ରାଙ୍କରେ ଆକୀର୍ତ୍ତି ସେଠୀ, ୨୯୯ ରାଙ୍କରେ ସାକ୍ଷୀ ମିଶ୍ର, ୩୩୪ ରାଙ୍କରେ ଆୟୁଷୀ ପ୍ରଧାନ, ୩୩୬ରେ ଉତ୍କର୍ଷ ତ୍ରିପାଠୀ, ୩୪୫ ରାଙ୍କରେ ଦାମିନୀ ଦାସ, ୩୪୮ରେ ହିମାଂଶୁ ସାମନ୍ତ, ୪୦୫ରେ ରଶ୍ମୀ ପ୍ରଧାନ, ୪୨୨ରାଙ୍କରେ ଦେବଂଶ ମିଶ୍ର, ୪୫୦ରେ ଅଞ୍ଜଳୀ ମିଶ୍ର, ୫୧୩ ରାଙ୍କରେ ଅଙ୍କୁର ତ୍ରିପାଠୀ, ୫୧୬ ରାଙ୍କରେ ତେଜସ୍ବିନୀ ବେହେରା, ୬୭୦ରେ ପ୍ରଥମ ପ୍ରତୀକ୍ଷା ପ୍ରଧାନ, ୬୮୦ରେ ଶୁଭସ୍ନିଗ୍ଧା ସେଠୀ, ୬୮୮ ରାଙ୍କରେ ଶୁଭମ ମିଶ୍ର, ୮୧୫ରେ ସୌରଭ ଦାସ, ୪୪୮ରେ ନିବେଦିତା ଦାସ, ୮୫୪ରେ ବୀରେନ୍ଦର ଦାସ, ୮୮୧ରେ ମାନସ ଜ୍ୟୋତି ଦାସ, ୮୮୭ରେ ସିଦ୍ଧାନ୍ତ ବେସ୍ରା, ୮୯୦ ରାଙ୍କରେ ୟାଲାଗୁରେଶ ଅର୍ଜୁନ ନାୟକ, ୯୦୬ ରାଙ୍କରେ ଅଭିଶେକ ପରିହାର ଅଛନ୍ତି ।