କେନ୍ଦୁଝର ୫।୩: କେନ୍ଦୁଝରରେ ନାବାଳିକା ଦୁଷ୍କର୍ମକାରୀ ଗୋବର୍ଦ୍ଧନ ମୁଣ୍ଡାକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ । ଏହାସହ ୨୦ ହଜାର ଟଙ୍କା ଜରିମାନା ଆଦେଶ ଶୁଣାଇଲେ ଫାଷ୍ଟ ଟ୍ରାକ କୋର୍ଟର ବିଚାରପତି ବିଜୟ କୁମାର ମିଶ୍ର । ଏହାସହ ପୀଡିତାକୁ ୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରିବାକୁ ଆଦେଶ ଦେଲେ କୋର୍ଟ ।
ସୂଚନାଯୋଗ୍ୟ ଯେ, ୨୦୨୦ ମସିହାରେ ଦୈତାରୀ ଥାନା ଅଞ୍ଚଳରେ ଘଟିଥିଲା ଘଟଣା । ୧୮ ଜଣ ସାକ୍ଷୀ ଓ ପ୍ରମାଣକୁ ଭିତ୍ତି କରି ଦୁଷ୍କର୍ମକାରୀ ଗୋବର୍ଦ୍ଧନ ମୁଣ୍ଡାକୁ କୋର୍ଟ ଦଣ୍ଡିତ କରିଛନ୍ତି ।
You Can Read :
wp:embed {"url":"https://www.prameyanews7.com/pm-modi-flagged-off-train-services-between-puri-anand-vihar/","type":"wp-embed","providerNameSlug":"prameya-news-7"} /wp:embed