ଢେଙ୍କାନାଳ ୧୧|୪: ଥାନା ହାଜତରୁ ଆସାମୀ ଫେରାର ହୋଇଯାଇଛି । ଫେରାର ଆସାମୀ କାମାକ୍ଷାନଗରର ଟୁକୁନା ପାତ୍ର । ଏକାଧୀକ ଚୋରି ମାମଲାରେ ଗିରଫ ହୋଇ କାମାକ୍ଷାନଗର ଥାନା ହାଜତରେ ଥିଲା ଟୁକୁନା । ତେବେ ଗତ ରାତିରେ ହାଜତ ସ୍କାଏଲାଇଟ୍ ଭାଙ୍ଗି ଫେରାର ହୋଇଛି ଏହି ଆସାମୀ । ପୋଲିସ ତାକୁ ଖୋଜାଖୋଜି ଜାରି ରଖିଛି ।
ଶାହ ଫୁଙ୍କିଲେ ରଣତୂରୀ, ସୋନପୁରକୁ ପ୍ରଥମେ କାହିଁକି ବ...