ଦୁର୍ଦ୍ଦାନ୍ତ ଅପରାଧୀ ସୋନୁ ଘୋଷ ଗିରଫ, ଅମିତ ଧଳ ହତ୍ୟାକାଣ୍ଡର ଥିଲା ମାଷ୍ଟରମାଇଣ୍ଡ
27/07/2019 at 4:19 PM

ଝାରସୁଗୁଡା ୨୭|୭: ଦୁର୍ଦ୍ଦାନ୍ତ ଅପରାଧୀ ତଥା ପୋଲିସର ମୋଷ୍ଟ ଓ୍ବାଣ୍ଟେଡ ସୋନୁ ଘୋଷକୁ ଗିରଫ କଲା ଝାରସୁଗୁଡା ପୋଲିସ। କୋଳାକାଟାରୁ ସୋନୁକୁ ଗିରଫ କରି ସିଆଲଦା କୋର୍ଟରେ ହାଜର କରିବା ପରେ ରିମାଣ୍ଡ ଆବେଦନ କରିଛି ପୋଲିସ ।
ସୂଚନାଯୋଗ୍ୟ ଯେ, ଗତ ମାସରେ ବ୍ରଜରାଜନଗରରେ ହୋଇଥିବା ଅମିତ ଧଳ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ଥିଲା ସୋନୁ । ସୋନୁକୁ ଧରିବାକୁ ପୋଲିସ ଜାଲ ବିଛାଇ ଥିଲା । ସୋନୁ ନାଁରେ ବିଭିନ୍ନ ଥାନାରେ ବହୁ ଅପରାଧିକ ମାମଲା ରହିଛି ।
Related Posts
ତେଲେଙ୍ଗିରି ଡ୍ୟାମ୍ର ଜଳସ୍ତର ବୃଦ୍ଧି, ଖୋଲିଲା ଗୋଟିଏ ଗେଟ୍
15 August 2022
ନାଳରେ ଭାସିଗଲେ ବୃଦ୍ଧା, ଉଦ୍ଧାର ହେଲା ମୃତଦେହ
15 August 2022