ଜେଲ୍ରୁ ବାହାରିଲା ଅଭିଯୁକ୍ତ ନିରଞ୍ଜନ; କ୍ୟାମେରାମେନ ମାନସ ହତ୍ୟାରେ ଥିଲା ସମ୍ପୃକ୍ତି
16/12/2022 at 8:48 PM

ଭଦ୍ରକ ୧୭/୧୨: ବହୁ ଚର୍ଚ୍ଚିତ କ୍ୟାମେରାମେନ ମାନସ ସ୍ୱାଇଁ ହତ୍ୟା ଘଟଣା। ଜେଲରୁ ମୁକୁଳିଲେ ନିରଞ୍ଜନ ସେଠୀ। ମାନସର ଜାମିନକୁ ହାଇକୋର୍ଟ ମଞ୍ଜୁରି ଦେଇଛନ୍ତି। ଭଦ୍ରକ ସ୍ୱତନ୍ତ୍ର ଉପକାରାଗାରରୁ ସେ ଶୁକ୍ରବାର ମୁକ୍ତ ହୋଇଛନ୍ତି। ମାନସ ସ୍ୱାଇଁ ହତ୍ୟା ଘଟଣାରେ ସମ୍ପୃକ୍ତି ଥିବା ଅଭିଯୋଗରେ କାରାଗାରରେ ବନ୍ଦି ଥିଲେ। ଏହି ଘଟଣାର ଅନ୍ୟ ଅଭିଯୁକ୍ତ ଶର୍ମିଷ୍ଠା, ଝୁନା ଓ ଅନ୍ୟମାନେ ଏବେସୁଦ୍ଧା ଜେଲରେ ଅଛନ୍ତି। ଜେଲରୁ ଆସିବା ପରେ ଅଭିଯୁକ୍ତ ନିରଞ୍ଜନ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। ସେ ଗଣମାଧ୍ୟମକୁ କେବଳ ନୋ କମେଣ୍ଟସ ବୋଲି କହିଛନ୍ତି।
Related Posts
ବାଇକ୍ ଡିକି ଭାଙ୍ଗି ଟଙ୍କା ଓ ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
3 February 2023