scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଫାଇନ୍ ଇଣ୍ଡିଆ ସେଲ୍ସ ଚିଟ୍‌ଫଣ୍ଡ ଠକେଇ : ମୁଖ୍ୟ ଅଭିଯୁକ୍ତ ନାସିର ଖାଁକୁ ହାଇକୋର୍ଟରୁ ଜାମିନ୍

20/11/2023 at 2:25 PM

କଟକ ୨୦।୧୧: ଫାଇନ୍ ଇଣ୍ଡିଆ ସେଲ୍ସ ଚିଟ୍ଫଣ୍ଡ ଠକେଇ ମାମଲାରେ ମୁଖ୍ୟ ଅଭିଯୁକ୍ତ ନାସିର ଖାଁକୁ ହାଇକୋର୍ଟରୁ ମିଳିଲା ଜାମିନ୍ । ଇଡି ମାମଲାରେ ମିଳିଲା ଜାମିନ୍ । ଦୃଷ୍ଟି ବାଧିତ ଅଭିଯୁକ୍ତ ନାସିର ଖାଁ ଚିଟ୍‌ଫଣ୍ଡ ଟଙ୍କାରେ “ସ୍ୟାଡୋ” ଚଳଚ୍ଚିତ୍ର ନିର୍ମାଣ କରିଥିଲେ । ପୂର୍ବରୁ ସିବିଆଇ ମାମଲାରେ ନାସିର ଜାମିନ୍ ପାଇଛନ୍ତି ।

You Can Read :

   Related Posts