ବ୍ୟବସାୟୀଙ୍କୁ ଗୁଳିକରି ହତ୍ୟା; ଅଭିଯୁକ୍ତ ଫେରାର

Published By : Prameya-News7 Bureau | June 04, 2023 IST

ରାଉରକେଲା ୦୪/୦୬: ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା। ମୃତ ବ୍ୟବସାୟୀ ହେଲେ ଅମର ଯାଦବ। ସେ ଘର କୁଆଁରମୁଣ୍ଡା ଜମୁନାନାକି ଗାଁର ବାସିନ୍ଦା। ଅମର ଯାଦବଙ୍କୁ ଗୋବିରା ଛକରେ ଗୁଳି କରି ଅଭିଯୁକ୍ତ ଫେରାର। ଲୋକେ ରାସ୍ତା କଡ଼ରେ ମୃତଦେହ ପଡିଥିବାର ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଚିହ୍ନଟ କରିବା ପରେ ମୁଣ୍ଡରେ ଗୁଳି ବାଜିଥିବାର ସ୍ପଷ୍ଟ କରିଛି। ହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.