AKK 2023
MONGINIS 728X90
Hari omm 2
AKK2023
hari om films
WEB_F-8
MONGINIS 728X90
Showcase2022
HARI-OMM_728X90_B
WEB_F-9
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଲବାଣୀ:୨୪ ଘଣ୍ଟାରେ ଦୁଇ ଦୁଇ ଥର ଚଢାଉ, ଦେଢ଼ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ
  • ||
  • ଝାରସୁଗୁଡା: ନବଦାସ ହତ୍ୟା ଘଟଣା, ଅଭିଯୁକ୍ତ ଗୋପାଳର ହେବ ନାର୍କୋ ଟେଷ୍ଟ
  • ||
  • ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ବୋମାମାଡ ଘଟଣା, ଦୁଇ ଜଣଙ୍କୁ ବାନ୍ଧିଲା ପୋଲିସ
  • ||
  • ଆନନ୍ଦପୁର: ମହୁମାଛି ଆକ୍ରମଣରେ ୧୫ରୁ ଅଧିକ ଆହତ, ଜୀବନ ବଞ୍ଚାଇବାକୁ ଦୌଡିଲେ ଲୋକେ
  • ||
  • ଭୁବନେଶ୍ୱର: ଓଡ଼ିଶା ଆସିବେ ଅମିତ୍ ଶାହା, ବୁଥ ସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେବେ
  • ||
  • ଭୁବନେଶ୍ୱର: କମୁଛି ଶୀତ, ବଢୁଛି ତାତି: ଟ୍ୱିନସିଟିରେ ପାରଦ ଉପରମୁହାଁ
  • ||

ଚୋରକୁ ଭଦ୍ରକରୁ କାବୁ କଲା ପୋଲିସ; ରାତିରେ ଆଜବେଷ୍ଟ ଭାଙ୍ଗି ଲୁଟିଥିଲା ଗହଣା

10/01/2023 at 7:05 PM

ନୀଳଗିରି ୧୦/୦୧: ଭଦ୍ରକରୁ ଗହଣା ଚୋରକୁ କାବୁ କଲା ନୀଳଗିରି ପୋଲିସ। ସୋମବାର ବା ଗତକାଲି ଆଜବେଷ୍ଟ ଭାଙ୍ଗି ଜଣଙ୍କ ଘରେ ପଶି ଅଭିଯୁକ୍ତ ଜଣଙ୍କ ସୁନା ଅଳଙ୍କାର, ସ୍ମାର୍ଟ ଫୋନ୍‌ ଓ ଟଙ୍କା ଚୋରି କରିଥିଲା। ଏପରି ଘଟଣା ନୀଳଗିରି ଥାନା ଅଧୀନ ରାହୁଳଖୁଣ୍ଟା ଗାଁରେ ହୋଇଥିଲା। ଏନେଇ ଗାଁର କମଳାକାନ୍ତ ରାଉତଙ୍କ ସ୍ତ୍ରୀ ଥାନାରେ ଅଭିଯୋଗ କରିଥିଲେ। ପରେ ଅଭିଯୋଗ ନମ୍ୱର ୩୬୩ ମୂଳେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।  

ଶେଷରେ, ଅଭିଯୁକ୍ତକୁ ଭଦ୍ରକ ଅଞ୍ଚଳରୁ ଗିରଫ କରିବାରେ ପୋଲିସ ସଫଳ ହୋଇଛି। ଗିରଫ ଯୁବକ ବାଲେଶ୍ଵର ଜିଲ୍ଲା ଗୋପାଳପୁର ଅଞ୍ଚଳର ବାସିନ୍ଦା। ତା ନାଁରେ ଖନ୍ତାପଡ଼ା, ବରହମପୁର ଅଞ୍ଚଳରେ ବହୁ ଚୋରି ମାମଲା ଥିବା ଜଣାପଡିଛି। ତାଙ୍କ ଠାରୁ ବହୁ ସୁନା ଅଳଙ୍କାର ଜବତ ହୋଇଛି। ଅନ୍ୟପଟେ ମଙ୍ଗଳବାର ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି।

   Related Posts