ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • WPLକୁ ମିଳିଲା ପ୍ରଥମ ଚାମ୍ପିଅନ, ଦିଲ୍ଲୀକୁ ୭ ଓ୍ଵିକେଟ୍‌ରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଓମେନ ଚାମ୍ପିଅନ
  • ||
  • କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
  • ||
  • ସଲମାନ ଖାନ୍ଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ: ମୁମ୍ବାଇ ଓ ରାଜସ୍ଥାନ ପୁଲିସ ମିଳିତ ଚଢ଼ାଉ କରି ଅଭିଯୁକ୍ତ ଧାକଡ଼ ରାମ ବିଷ୍ଣୋଇ(୨୧)କୁ ଗିରଫ କଲା
  • ||
  • ଆଇବିଏ ୱାର୍ଲ୍ଡ ବକ୍ସିଂ ଚାମ୍ପିୟନସିପ୍ ୨୦୨୩: ଭାରତକୁ ୪ ସ୍ୱର୍ଣ୍ଣ, ଲଭଲୀନା ବି ଜିତିଲେ ଗୋଲ୍ଡ, ପୂର୍ବରୁ ସ୍ୱର୍ଣ୍ଣ ଜିତିଥିଲେ ନିଖତ, ନିତୁ, ସ୍ୱିଟି
  • ||
  • ରବିବାର ବିଶ୍ୱ ବକ୍ସିଂ ଚାମ୍ପିୟନ୍‌ସିପ୍‌ରେ ୫୦ କେଜି ମହିଳା ବର୍ଗରେ ପୁଣି ଥରେ ସ୍ୱର୍ଣ୍ଣ ପଦକ ଜିତିଲେ ଭାରତର ଷ୍ଟାର୍ ବକ୍ସର ନିଖତ ଜରିନ
  • ||
  • ରବିବାର ସ୍ୱିଜରଲାଣ୍ଡର ବାସିଲ୍‌ରେ ଖେଳାଯାଉଥିବା ସ୍ୱିସ୍ ଓପନ ୨୦୨୩ର ପୁରୁଷ ଯୁଗଳରେ ଫାଇନାଲ୍‌ରେ ଚୀନକୁ ହରାଇ ଟାଇଟଲ ଜିତିଲେ ଭାରତର ସାତ୍ତ୍ୱିକ ଓ ଚିରାଗଙ୍କ ଯୋଡ଼ୀ
  • ||
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||

ବଡ଼ ଧରଣର ଡକାୟତି ଯୋଜନା ପଣ୍ଡ: ଷ୍ଟେଟ୍‌ ବ୍ୟାଙ୍କରୁ ସନ୍ଦିଗ୍ଧ ଯୁବକକୁ ଅଟକ ରଖିଛି ପୋଲିସ

4/02/2023 at 5:50 PM

ସାଲେପୁର ୦୪/୦୨: ଏକ ବଡ଼ ବ୍ୟାଙ୍କ୍‌ ଡକୟତି ଯୋଜନାକୁ ପୋଲିସ ପଣ୍ଡ କଲା ପୋଲିସ। ଏହି ଅଭିଯୋଗରେ ପୋଲିସ ଜଣେ ଯୁବକକୁ ଅଟକ ରଖି ଅଧିକ ପଚରାଉଚୁରା କରୁଛି। ଏପରି ଅପରାଧିକ ଘଟଣା କଟକ ଜିଲ୍ଲା ସାଲେପୁରରେ ଥିବା ଷ୍ଟେଟବ୍ୟାଙ୍କରୁ ସାମ୍ନାକୁ ଆସିଛି।  

ଖବର ଅନୁସାରେ, ବ୍ୟାଙ୍କ୍ ଭିତରେ ସମ୍ପୃକ୍ତ ଯୁବକଙ୍କ ସନ୍ଦେହଜନକ ଗତିବିଧି ଦେଖି ସାଲେପୁର ଥାନାର ହାବିଲଦାର ତାଙ୍କୁ ପଚରାଉଚୁରା କରିଥିଲେ। ଫଳରେ ଯୁବକ ତାଙ୍କ ପ୍ରଶ୍ନର ସଠିକ ଉତ୍ତର ନପାରି ହଡ଼ବଡ଼େଇ ଯାଇଥିଲା। ଏପରିକି ତାର ନାଁ ମଧ୍ୟ ସେ ଠିକ୍‌ ଭାବେ କହିପାରିନଥିଲା। ପରେ ସେହି ଯୁବକଙ୍କୁ ଥାନାକୁ ଆଣି ଅଧିକ ପଚରାଉଚୁରା କରାଯାଇଥିଲା।

ଅନ୍ୟପଟେ, ଅଟକ ଯୁବକଙ୍କ ପରିଚୟ ଅବିନାଶ ପ୍ରଧାନ। ସେ କେନ୍ଦ୍ରାପଡ଼ାର ବାସିନ୍ଦା ବୋଲି କହୁଥିଲା ବେଳେ ତାର ପ୍ରକୃତ ପରିଚୟକୁ ନେଇ ପୋଲିସର ସନ୍ଦେହ ବଢ଼ିଛି। ସେପଟେ ଅବିନାଶ ସହିତ ଆଉ କାହାର ସମ୍ପୃକ୍ତି ଅଛି ସେନେଇ ପୋଲିସ ଅଧିକ ତନାଘନା କରୁଥିବା କହିଛି।

   Related Posts