ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କାର୍ତ୍ତିକ ବ୍ରତ ପାଳନ ବେଳେ ଅଘଟଣ, ପାତାଳୀ ନଦୀରେ ବୁଡ଼ି ମହିଳାଙ୍କ ମୃତ୍ୟୁ

3/11/2022 at 4:34 PM

ଲମତାପୁଟ, ୦୩/୧୧: ଲମତାପୁଟ ଅନ୍ତର୍ଗତ ପାତାଳୀ ନଦୀରେ ବୁଡି ଜଣେ ୬୦ ବର୍ଷୀୟା ମହିଳାଙ୍କ ମୃତ୍ୟୁ ହୋଇଛି । କାର୍ତ୍ତିକ ବ୍ରତ ପାଳନ ନେଇ ସକାଳୁ ନଦୀରେ ଗାଧାଇବାକୁ ଯାଇଥିଲେ ମହିଳା । ଏହି ସମୟରେ ସେ ବୁଡ଼ିଯାଇଥିବା ଅନୁମାନ କରାଯାଉଛି । ଅଗ୍ନିଶମ ବିଭାଗ ଦ୍ଵାରା ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି l

   Related Posts