କାର୍ତ୍ତିକ ବ୍ରତ ପାଳନ ବେଳେ ଅଘଟଣ, ପାତାଳୀ ନଦୀରେ ବୁଡ଼ି ମହିଳାଙ୍କ ମୃତ୍ୟୁ

Published By : Prameya-News7 Bureau | November 03, 2022 IST

ଲମତାପୁଟ, ୦୩/୧୧: ଲମତାପୁଟ ଅନ୍ତର୍ଗତ ପାତାଳୀ ନଦୀରେ ବୁଡି ଜଣେ ୬୦ ବର୍ଷୀୟା ମହିଳାଙ୍କ ମୃତ୍ୟୁ ହୋଇଛି । କାର୍ତ୍ତିକ ବ୍ରତ ପାଳନ ନେଇ ସକାଳୁ ନଦୀରେ ଗାଧାଇବାକୁ ଯାଇଥିଲେ ମହିଳା । ଏହି ସମୟରେ ସେ ବୁଡ଼ିଯାଇଥିବା ଅନୁମାନ କରାଯାଉଛି । ଅଗ୍ନିଶମ ବିଭାଗ ଦ୍ଵାରା ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.