AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡାରେ କ୍ରାଇମବ୍ରାଞ୍ଚ ତନାଘନା, ଗୁଳିମାଡ଼ ସ୍ଥାନରେ ମେଟାଲ ଡିଟେକ୍ଟର ଯାଞ୍ଚ
  • ||
  • କଟକ: ସବ ରେଜିଷ୍ଟ୍ରାର ଅଫିସରେ ଅଗ୍ନିକାଣ୍ଡ, ରେକର୍ଡ ରୁମ୍‌ରେ ଲାଗିଲା ନିଆଁ
  • ||
  • ଭୁବନେଶ୍ୱର: ଜେଲ୍‌ରେ ପରୀକ୍ଷା ଦେବେ ଅର୍ଚ୍ଚନା, ଅନୁମତି ଦେଇଥିଲେ କୋର୍ଟ
  • ||

ରସୁଲଗଡ଼ ଛକରେ ଦୁର୍ଘଟଣା, ହାଇୱା ଧକ୍କାରେ ଜଣେ ମୃତ

13/12/2022 at 10:17 PM

ଭୁବନେଶ୍ୱର, ୧୩/୧୨: ଭୁବନେଶ୍ୱର ରସୁଲଗଡ଼ ଛକରେ ଦୁର୍ଘଟଣା । କିଛି ସମୟ ପାଇଁ ରାସ୍ତା ଜାମ୍‌ ରହିଥିବା ବେଳେ ଉତ୍ତେଜନା ପରିସ୍ଥିତି ଦେଖିବାକୁ ମିଳିଛି । ଜଣଙ୍କ ମୁଣ୍ଡ ନେଇଛି ହାଇୱା ଟ୍ରକ୍ । ଦୁର୍ଘଟଣା ଘଟାଇଥିବା ହାଇୱା ଟ୍ରକକୁ ଜବତ କରିଛି ମଞ୍ଚେଶ୍ୱର୍ ଥାନା ପୋଲିସ । ଏବେ ପରିସ୍ଥିତି ସ୍ଵଭାବିକ ରହିଥିବା ଜଣାପଡ଼ିଛି । OD 05AP 7557 ନମ୍ୱର ବିଶିଷ୍ଟ ହାଇୱା ଟ୍ରକ୍ ଏହି ଦୁର୍ଘଟଣା ଘଟାଇଥିବା ଜଣାପଡ଼ିଛି ।

   Related Posts