ରସୁଲଗଡ଼ ଛକରେ ଦୁର୍ଘଟଣା, ହାଇୱା ଧକ୍କାରେ ଜଣେ ମୃତ
13/12/2022 at 10:17 PM

ଭୁବନେଶ୍ୱର, ୧୩/୧୨: ଭୁବନେଶ୍ୱର ରସୁଲଗଡ଼ ଛକରେ ଦୁର୍ଘଟଣା । କିଛି ସମୟ ପାଇଁ ରାସ୍ତା ଜାମ୍ ରହିଥିବା ବେଳେ ଉତ୍ତେଜନା ପରିସ୍ଥିତି ଦେଖିବାକୁ ମିଳିଛି । ଜଣଙ୍କ ମୁଣ୍ଡ ନେଇଛି ହାଇୱା ଟ୍ରକ୍ । ଦୁର୍ଘଟଣା ଘଟାଇଥିବା ହାଇୱା ଟ୍ରକକୁ ଜବତ କରିଛି ମଞ୍ଚେଶ୍ୱର୍ ଥାନା ପୋଲିସ । ଏବେ ପରିସ୍ଥିତି ସ୍ଵଭାବିକ ରହିଥିବା ଜଣାପଡ଼ିଛି । OD 05AP 7557 ନମ୍ୱର ବିଶିଷ୍ଟ ହାଇୱା ଟ୍ରକ୍ ଏହି ଦୁର୍ଘଟଣା ଘଟାଇଥିବା ଜଣାପଡ଼ିଛି ।
Related Posts
ସ୍ତ୍ରୀ ହତ୍ୟାକାରୀ ସ୍ୱାମୀକୁ ଆଜୀବନ କାରାଦଣ୍ଡ ଦେଲେ ଅଦାଲତ
31 January 2023
ଟ୍ୟୁସନ୍ ଶିକ୍ଷକଙ୍କ ମୃତ୍ୟୁ ଖବର ପାଇ ଆତ୍ମହତ୍ୟା କଲେ ଛାତ୍ରୀ
31 January 2023