ରସୁଲଗଡ଼ ବ୍ରିଜ ଉପରେ ଫିଲ୍ମ ଷ୍ଟାଇଲରେ ଦୁର୍ଘଟଣା, ବାଇକ୍କୁ ପଛରୁ ପିଟିଲା କାର୍, ପୋଲ ତଳକୁ ଛିଟ୍କି ପଡ଼ିଲେ ସ୍ୱାମୀ-ସ୍ତ୍ରୀ
14/09/2022 at 10:55 PM

ଭୁବନେଶ୍ୱର, ୧୪/୦୯: ଭୁବନେଶ୍ୱର ରସୁଲଗଡ଼ ବ୍ରିଜ ଉପରେ ଫିଲ୍ମ ଷ୍ଟାଇଲରେ ଦୁର୍ଘଟଣା ଘିଟିଛି । ବାଇକ୍କୁ ଦ୍ରୁତ ଗତିରେ ଏକ୍ ପିଟିଥିବା ଜଣାପଡ଼ିଛି । ଫଳରେ ପୋଲ ଉପରୁ ସ୍ୱାମୀ-ସ୍ତ୍ରୀ ତଳକୁ ଛିଟିକି ପଡିଛନ୍ତି । ଭୁବନେଶ୍ୱରରୁ କଟକ ଆଡକୁ ଯାଉଥିବା ବେଳେ ରସୁଲଗଡ଼ ବ୍ରିଜ ଉପରେ ବାଇକ୍ରେ ଯାଉଥିବା ଦମ୍ପତିଙ୍କୁ ପଛଆଡୁ ଏହି କାର୍ଟି ପିଟିଥିଲା । ତେବେ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ତଳକୁ ଛିଟିକି ପଡିଥିବା ସ୍ୱାମୀ-ସ୍ତ୍ରୀଙ୍କୁ ଉଦ୍ଧାର କରିଛି । ଅନ୍ୟପଟେ ଘଟଣା ସ୍ଥଳରେ ଟ୍ରାଫିକ ଜାମ୍ ହଟେଇବା ସହ ଡ୍ରାଇଭରକୁ ଅଟକ ରଖିଛି ପୋଲିସ ।
Related Posts
ବୁଦ୍ଧଖୋଲ ମହୋତ୍ସବ ଉଦଯାପିତ; ଲୋକନୃତ୍ୟରେ ଦୁଲୁକିଲା ମଞ୍ଚ
30 January 2023
ବିଦ୍ୟୁତ୍ ଆଘାତରେ ରାଜମିସ୍ତ୍ରୀଙ୍କ ମୃତ୍ୟୁ
30 January 2023
ନୀଳଗିରି ରାସ୍ତାରେ ବୁଲୁଛି ଭାଲୁ; ଭୟଭୀତ ସ୍ଥାନୀୟ ଲୋକେ
30 January 2023