କଳିଙ୍ଗା ଘାଟିରେ ଦୁର୍ଘଟଣା, ବୋଲେରୋ ଓଲଟି ଦୁଇ ଗୁରୁତର
11/09/2022 at 3:36 PM

ଜି.ଉଦୟିରି, ୧୧/୦୯: କଳିଙ୍ଗା ଘାଟିରେ ଦୁର୍ଘଟଣା । ବୋଲେରୋ ଓଲଟି ପଡ଼ିବା କାରଣରୁ ଦୁଇ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ଜି. ଉଦୟଗିରି ମେଡିକାଲ୍ରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି ।
Related Posts
ବିଳମ୍ୱିତ ରାତିରେ ମାତିଲେ ଦୁର୍ବୃତ୍ତ, ତାଲା ଭାଙ୍ଗି ଲୁଟିଲେ ବ୍ୟାଙ୍କ୍
3 February 2023
ଲେଉଟିଲା ଥଣ୍ଡା, ଶିମିଳିପାଳରେ ଶୀତର ଲହରୀ ଜାରି
3 February 2023