ଦଶପଲ୍ଲାରେ ବରଯାତ୍ରୀ ଗାଡି ଦୁର୍ଘଟଣାଗ୍ରସ୍ତ : ଭାରସାମ୍ୟ ହରାଇ ପଛକୁ ପଛ ପିଟିହେଲା ୩ଟି ବରଯାତ୍ରୀ ଗାଡି, ୬ଗୁରୁତର, ୪ଆହତ
8/07/2019 at 9:22 AM

ନୟାଗଡ ୮/୭: ନୟାଗଡରେ ବରଯାତ୍ରୀ ଗାଡି ଦୁର୍ଘଟଣାଗ୍ରସ୍ତ । ଭାରସାମ୍ୟ ହରାଇ ୩ଟି ବରଯାତ୍ରୀ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ପଛକୁ ପଛ ପିଟି ହୋଇଛି ୩ଟି ବରଯାତ୍ରୀ ଗାଡି । ଦଶପଲ୍ଲା କାଳିଆପଡା ନିକଟରେ ଏହି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୧୦ରୁ ଅଧିକ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୬ଜଣଙ୍କ ଅବସ୍ଥା ଗୁରୁତର ରହିଛି ।

ଗୁରୁତରଙ୍କୁ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି । ଏମାନେ କଣ୍ଟିଲୋରୁ ବାହାଘର ସାରି ଦଶପଲ୍ଲା ଫେରୁଥିଲେ । ଫେରିବା ବାଟରେ ଏହି ଦୁର୍ଘଟଣା ଘଟିଛି

Related Posts
ଲଗାଣ ବର୍ଷାରେ ଭୁଶୁଡି ପଡିଲା ଘରର କାନ୍ଥ, ସ୍ୱାମୀ-ସ୍ତ୍ରୀ ଗୁରୁତର
15 August 2022