oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଭିଜିବ ପାର୍ବଣ, ନବମୀ ଓ ଦଶମୀରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ସାନଖେମୁଣ୍ଡି: ପାଟପୁର ଥାନାରେ ୧୩୨୫ କିଲୋର ଜବତ ଗଞ୍ଜେଇ ପୋଡିଲା ପୋଲିସ
  • ||
  • UNSCରେ ରୁଷ୍‌ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଥିଲା ଆମେରିକା, ଭୋଟିଂରୁ ବିରତ ରହିଲା ଭାରତ
  • ||
  • ସାରା ଦେଶରେ ଆରମ୍ଭ ହେଲା 5G ଯୁଗ, ୧୩ ସହରରେ ମିଳିବ ସେବା
  • ||

ଅମୀରଙ୍କ ଝିଅ ଆଇରା କଲେ ନିର୍ବନ୍ଧ, ଫିଲ୍ମି ଅନ୍ଦାଜ୍‌ରେ ପ୍ରପୋଜ କଲେ ବୟଫ୍ରେଣ୍ଡ

23/09/2022 at 9:30 AM

ମୁମ୍ଵାଇ ୨୩।୦୯: ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ କୁହାଯାଉଥିବା ଅଭିନେତା ଅମୀର ଖାନଙ୍କ ଝିଅ ଆଇରା ଖାନ । ସେ ତାଙ୍କ ଫ୍ୟାନ୍ସଙ୍କ ସହ ଯୋଡି ରହିବାକୁ କିଛି ନା କିଛି  ଫଟୋ ପୋଷ୍ଟ କରିଥାନ୍ତି। ଯାହାକୁ ପ୍ରଶଂସକମାନେ ଖୁବ୍‌ ପସନ୍ଦ କରନ୍ତି । ବର୍ତ୍ତମାନ ସେ ଏକ କାରଣ ପାଇଁ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି । ସୋସିଆଲ ମିଡିଆରେ ତାଙ୍କର ଏକ ଫଟୋ ଏବଂ ଭିଡିଓ ଭାଇରାଲ୍ ହେଉଛି । ଯାହାକୁ ଦେଖି ସଭିଏଁ ଖୁସି ହେଉଛନ୍ତି।

ନିକଟରେ ଆଇରା ତାଙ୍କ ବ୍ୟକ୍ତିଗତ ଜୀବନ ସହିତ ଜଡିତ କିଛି ପୋଷ୍ଟ କରିଛନ୍ତି । ଆଇରା ତାଙ୍କ ପ୍ରେମିକା ନୁପୁର ଶିଖାରେଙ୍କ ସହ ନିର୍ବନ୍ଧ କରି ନେଇଛନ୍ତି । ସେୟାର ହୋଇଥିବା ଭିଡିଓ ନୁପୁର ଆସି ସମସ୍ତଙ୍କ ଆଗରେ ରୋମାଣ୍ଟିକ୍‌ ଅନ୍ଦାଜ୍‌ରେ ଆଣ୍ଠୁରେ ବସି ଆଇରାଙ୍କୁ ପ୍ରସ୍ତାବ ଦେଇଥିଲେ। ଏହାପରେ ଆଇରା ହଁ କୁହନ୍ତି, ନୁପୁର ତା’ ତାଙ୍କୁ ଏକ ରିଙ୍ଗ ପିନ୍ଧାନ୍ତି। ଏବଂ ତା’ପରେ ଦୁହେଁ ଦୁହିଁଙ୍କୁ କିସ୍‌ କରନ୍ତି । ଆଇରା ଏବଂ ନୁପୁରରଙ୍କ ଏହି ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି । ପ୍ରଶଂସକଙ୍କ ସହ ସେଲିବ୍ରେଟମାନେ ମଧ୍ୟ ଏହାକୁ ପସନ୍ଦ କରୁଥିବା ବେଳେ କମେଣ୍ଟ ମଧ୍ୟ କରୁଛନ୍ତି।

ସୂଚନାଯୋଗ୍ୟ ଯେ ଆଇରା ଖାନ ଏବଂ ନୁପୁର ଶିଖର ଦୀର୍ଘ ଦିନ ଧରି ସମ୍ପର୍କ ଅଛନ୍ତି। ଏବଂ ବର୍ତ୍ତମାନ ସେମାନେ ଏହି ସମ୍ପର୍କକୁ ଆଗକୁ ବଢାଇବା ପାଇଁ ନୂଆ ନାମ ଦେଇଛନ୍ତି । କହିବାକୁ ଗଲେ ଅମୀର ନୁପୁର ଏବଂ ଆଇରାଙ୍କ ସମ୍ପର୍କ ବିଷୟରେ ମଧ୍ୟ ଜାଣିଛନ୍ତି ଏବଂ ତିନିଜଣ ଏକାଠି ଏକାଠି ବିତାଇଛନ୍ତି। ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଥିଲା। ନୁପୁର ଜଣେ ଫିଟନେସ୍ କୋଚ୍ ଏବଂ ପ୍ରାୟତଃ ସୋସିଆଲ ମିଡିଆରେ ତାଙ୍କ ଫିଟନେସ ସହିତ ଜଡିତ ଚିତ୍ର ସେୟାର କରନ୍ତି ।

   Related Posts