କାଠଯୋଡ଼ି ନଦୀକୁ ଗାଧୋଇବାକୁ ଯାଇ ଯୁବକ ନିଖୋଜ, ମିଳୁନି ପତ୍ତା

Published By : Prameya-News7 Bureau | August 11, 2022 IST

କଟକ ୧୦/୦୯: କଟକରେ ଅଭାବନୀୟ ଘଟଣା । କାଠଯୋଡ଼ି ନଦୀରେ ଜଣେ ଯୁବକ ଭାସିଯାଇଥିବା ଜଣାପଡ଼ିଛି । କଟକ କାଜିପାଟଣା ଅନ୍ତର୍ଗତ କାଠଯୋଡ଼ି ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ କୌଣସି କାରଣରୁ ସେ ନଦୀରେ ଭାସି ଯାଇଛନ୍ତି । ତେବେ ନିଖୋଜ ହୋଇଥିବା ଯୁବକଙ୍କ ପରିଚୟ ଜଣାପଡ଼ିଥିବା ବେଳେ ତାଙ୍କ ନାମ ପିଣ୍ଟୁ ସାମଲ ।ମାମୁଁ ଘରକୁ ଆସି ନଦୀରେ ଗାଧୋଇବା ଵେଳେ ଏପରି ଘଟିଛି। ତାଙ୍କୁ ଉଦ୍ଧାର କରାଯିବା ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.