scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଦମ୍ପତ୍ତିଙ୍କ ଉପରେ ଚଢ଼ିଗଲା ଆଇରନ ବୋଝେଇ ଟ୍ରକ୍, ସ୍ତ୍ରୀ ମୃତ- ସ୍ବାମୀ ଗୁରୁତର

27/09/2023 at 8:50 PM

ପାରାଦୀପ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ସ୍କୁଟି ଉପରେ ଚଢ଼ିଗଲା ଆଇରନ ବୋଝେଇ ଟ୍ରକ୍। ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଆହତ ହୋଇଛନ୍ତି ମହିଳାଙ୍କ ସ୍ବାମୀ।

ଏଭଳି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଦେଖିବାକୁ ମିଳିଛି ଅଠରବାଙ୍କି ଛକଠାରେ । ମୃତକ ହେଉଛନ୍ତି ପାରାଦୀପର ଗୋଲାପ ପୂର୍ତ୍ତି। ତେବେ ଘଟଣା ସ୍ଥଳରେ ପାରାଦୀପ ଆଦର୍ଶ ଥାନା ପୋଲିସ ପହଞ୍ଚି ଟ୍ରକକୁ ଜବତ କରିବା ସହ ମାମଲାରେ ତଦନ୍ତ ଆରମ୍ଭ କରିଛି।

Updating…

You Can Also Read: ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ସ୍କୁଟି, ୩ ମୃତ

   Related Posts