ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ବଜ୍ରପାତରେ ଅଣ ଓଡ଼ିଆଙ୍କ ମୃତ୍ୟୁ, କୁଡ଼ିଆ ଭିତରେ ଆଶ୍ରୟ ନେଇଥିବା ବେଳେ ଚାଲିଗଲା ଜୀବନ

14/07/2022 at 3:53 PM

ଦେବଗଡ, ୧୪।୦୭:  ବଜ୍ରପାତରେ ଜଣେ ଅଣ ଓଡ଼ିଆଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଓଟ ବୁଲାଇ ରୋଜଗାର କରିବାକୁ ଆସିଥିବା ବେଳେ ତାଙ୍କ ଜୀବନ ଯାଇଛି । ମୃତକ ଜଣକ ହେଲେ ଉତ୍ତରପ୍ରଦେଶ ମିର୍ଜାପୁର ଅଞ୍ଚଳର ୨୨ ବର୍ଷ ବୟସ୍କ ଦୀପ ଚାନ୍ଦ । ଦେବଗଡ ଜିଲ୍ଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଦେଓଝରଣ ଅଞ୍ଚଳରେ ଏପରି ଘଟଣା ଘଟିଛି । ବର୍ଷା କାରଣରୁ ଓଟକୁ ବାନ୍ଧି ଏକ କୁଡିଆ ଘର ମଧ୍ୟରେ ଆଶ୍ରୟ ନେଇଥିବା ବେଳେ ଏହାର ଉପରକୁ ବଜ୍ରପାତ ହୋଇଥିଲା । ଏଥିରେ ଅନ୍ୟ ଜଣେ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି ।

   Related Posts