ଭାଇ ସାଜିଲା ବଇରୀ, ଧନୁ ତୀର ଆକ୍ରମଣରେ ଜଣେ ଆହତ
କାଲିମେଳା ୧୪।୯: ଜମିବାଡି ବିବାଦକୁ କେନ୍ଦ୍ର କରି ଭାଇ ଭାଇ ମଧ୍ୟରେ ଗଣ୍ଡଗୋଳ । ଭାଇର ଧନୁ ତୀର ଆକ୍ରମଣରେ ଭାଇ ଆହତ ହୋଇଛନ୍ତି । ଶରୀରରେ ୪ଟି ଧନୁ ତୀର ପଶିଥିବା ସୂଚନା ମିଳିଛି । ହାତରେ ୩ଟି ଓ ପିଠିରେ ଗୋଟିଏ ତୀର ପଶିଥିବା ଦେଖିବାକୁ ମିଳିଛି । ଏଭଳି ଅଭାବନୀୟ ଘଟଣା ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ୍ ମାଲାଓ୍ବାରାମ ଗ୍ରାମ ପଞ୍ଚାୟତର କମାରଗୁଡା ଗ୍ରାମରେ ଘଟିଛି । ସୂଚନାଯୋଗ୍ୟ ଯେ, ଗୁରୁବାର ସକାଳ … Continue reading ଭାଇ ସାଜିଲା ବଇରୀ, ଧନୁ ତୀର ଆକ୍ରମଣରେ ଜଣେ ଆହତ
Copy and paste this URL into your WordPress site to embed
Copy and paste this code into your site to embed