vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଫଳ, ମୋଟ୍ ପାସ୍ ହାର ୯୦.୫୫ ପ୍ରତିଶତ
  • ||
  • ରାଉରକେଲା : ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୦୧ କୋଭିଡ୍ ପଜିଟିଭ୍
  • ||
  • ଘରୋଇ ଗ୍ୟାସ୍ ସିଲିଣ୍ଡର ହେଲା ମହଙ୍ଗା, ସିଲିଣ୍ଡର ପିଛା ବଢିଲା ୫୦ ଟଙ୍କା
  • ||
  • ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ଭୁବନେଶ୍ୱର : ରଶ୍ମିରେଖାଙ୍କ ପୁରୁଷବନ୍ଧୁଙ୍କ ଆତ୍ମହତ୍ୟା, ରାଉରକେଲାରୁ ମିଳିଲା ଝୁଲନ୍ତା ମୃତଦେହ
  • ||

ରୋଗ ଯନ୍ତ୍ରଣା ସହି ନପାରି ଗଛରେ ରଶି ଲଗାଇ ଆତ୍ମହତ୍ୟା

26/08/2018 at 4:30 AM

ମୟୁରଭଞ୍ଜ ୨୬/୮ : ମୟୁରଭଞ୍ଜ ଜିଲ୍ଲା ବାରିପଦା ମୋରଡା ଥାନା ଅନ୍ତର୍ଗତ ରକୁଣୀ ଗାଁରେ ଅଭାବନୀୟ । ରୋଗ ଯନ୍ତ୍ରଣା ସହି ନପାରି ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ଯୁବକ । ମୃତ ଯୁବକ ହେଲେ ବବି ନାୟକ । ତାଙ୍କର ୪ ବର୍ଷର ଝିଅ ଅଛି । ଦୀର୍ଘ ଦିନ ହେଲା ସେ ଅସୁସ୍ଥ ଥିଲେ । ତାଙ୍କ ଗେ।ଡରେ ଆଘାତ ଲାଗିଥିବାରୁ ସେ ଯନ୍ତ୍ରଣା ଭେ।ଗୁଥିଲେ । ଡ଼ାକ୍ତର ତାଙ୍କୁ ଗେ।ଡ କାଟିବାକୁ ପରାମର୍ଶ ଦେଇଥିଲେ । ଏମିତିକି ସ୍ତ୍ରୀ ମଧ୍ୟ ତାଙ୍କୁ ଛାଡି ଚାଲିଯାଇଥିଲେ । ଯନ୍ତ୍ରଣା ସହ୍ୟ କରି ନପାରି ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ପେ।ଲିସ ଘଟଣାର ତଦନ୍ତ କରୁଛି ।

   Related Posts