krs-728-90-banner (1)
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ନବଜାତ ଶିଶୁକୁ ଝୁଣି ଖାଉଥିଲା କୁକୁର, ମୃତଦେହ ଉଦ୍ଧାର କଲେ ସ୍ଥାନୀୟ ଲୋକେ

24/09/2023 at 7:02 PM

କଟକ: ଅଲୋଡ଼ା ହେଲାକି ନବଜାତ ? ଫିଙ୍ଗିଦେଲେକି ନବଜାତକକୁ ? ରାସ୍ତା କଡ଼ରେ ପଡ଼ିଥିବା ନବଜାତ ଶିଶୁକୁ ଝୁଣି ଖାଇଲା କୁକୁର। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ନୂଆ ବଜାର ଓଭରବ୍ରିଜ୍‌ ଉପରେ।

ଓଭରବ୍ରିଜ୍‌ ଉପରେ ଏକ ନବଜାତ ଶିଶୁକୁ ଝୁଣି ଖାଉଥିବାର ଦେଖିଥିଲେ ସ୍ଥାନୀୟ ଲୋକେ। ଏହାପରେ ଉକ୍ତ ନବଜାତର ମୃତଦେହକୁ ଉଦ୍ଧାର କରିଥିଲେ ସ୍ଥାନୀୟ ଲୋକେ। ତେବେ ଏହି ନବଜାତକର ମୃତଦେହ ଏଠାକୁ କେମିତି ଏବଂ କିଭଳି ପରିସ୍ଥିତିରେ ଆସିଲା ସେନେଇ ତଦନ୍ତ ଜାରି ରହିଛି ।

ଆହୁରି ପଢ଼ନ୍ତୁ: ନବଜାତ ଶିଶୁର ଗଳିତ ମୃତଦେହ ଉଦ୍ଧାର, ସିସିଟିଭି ଯାଞ୍ଚ କରୁଛି ପୋଲିସ

   Related Posts